Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପାନ୍ଥ ନିବାସରେ ଫିକା ପଡିଛି ରଜ ମଉଜ, ରାଜଧାନୀ ବାସୀଙ୍କ ପାଇଁ ଗଡିଲା ପାଇଁ ‘ପିଠା ଅନ ହ୍ୱିଲ୍’

14/06/2021 at 7:50 AM

ଭୁବନେଶ୍ୱର ୧୪/୬ : ବରଷକେ ଥରେ ଆସିଛି ରଜ । ଓଡ଼ିଶାର ଗଣ ପର୍ବକୁ ଧୂମାଧାମରେ ନହେଲେ କରୋନା କଟକଣାରେ ପାଳନ କରାଯାଉଛି । ତେବେ ଏଥର ଫିକା ପଡିଛି ରଜମଉଜ । ଲକଡାଉନ ଥିବାରୁ ଘରେ ବାହାରିବାକୁ ମନା କରାଯାଇଛି । ତେବେ ପ୍ରତିବର୍ଷ ରଜରେ ଗହଳି ଚହଳ ଥିବା ସ୍ଥାନଟି ପାନ୍ଥନିବାସରେ ଏବର୍ଷ ଫାଙ୍କା ଫାଙ୍କା ଦିଶୁଛି ।

ହେଲେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପାନ୍ଥନିବାସରେ ରଜ ଉତ୍ସବ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସେଠାକୁ ଯିବାକୁ ମନା ଥିଲେ ସୁଦ୍ଧା ଓଟିଡିସି ତରଫରୁ ଆରମ୍ଭ ହୋଇଛି ପିଠା ଅନ୍ ହ୍ୱିଲ କାର୍ଯ୍ୟକ୍ରମ । ପାଖାପାଖି ଏମିତି ୭ଟି ଗାଡି ଟି ଯାନ ଭୁବନେଶ୍ୱରରେ ବୁଲିବ । ଲୋକଙ୍କ ହାତ ପାହାନ୍ତରେ ପିଠା ମିଳିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି), ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ।

   Related Posts