Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଡାହିମାଳ ଅଞ୍ଚଳରୁ ପିସ୍ତଲ, ଗୁଳି ଓ ୩୦ଟି ହାତ ତିଆରି ବୋମା ଜବତ: ୨ ଗିରଫ

22/06/2020 at 8:29 PM

ଢେଙ୍କାନାଳ୨୨/୬: ସଦର ଥାନା ଅନ୍ତର୍ଗତ ଡାହିମାଳ ଅଞ୍ଚଳରୁ ପିସ୍ତଲ, ଗୁଳି ଓ ୩୦ଟି ହାତ ବୋମା ଜବତ। ଦୁଇ ଜଣଙ୍କୁ ଗିରଫ କଲା ସଦର ପୁଲିସ୍‌।  ଗିରଫ ଦୁଇଜଣ ହେଲେ ଡାହିମାଳ ଗ୍ରାମର ଶଶୀଭୂଷଣ ମହାନ୍ତି ଓ ଢେଙ୍କାନାଳ ସହର ଦକ୍ଷିଣକାଳୀ ଅଞ୍ଚଳର ରଞ୍ଜନ ମଲ୍ଲିକ ବୋଲି ଜଣାପଡିଛି। ଅନ୍ୟ ଜଣେ ବୁଲେଟ ସହ ଫେରାର ହୋଇଯାଇଛି। ଏହି ୩ ଜଣ ବୁଲେଟରେ ଯାଇ କାଇମାଟି ମଦ ଦୋକାନ ପାଖରେ ପାଟିତୁଣ୍ଡ କରୁଥିଲେ।  ଖବର ପାଇ ସଦର ଥାନା ପୁଲିସ ପହଁଞ୍ଚି ସେମାନଙ୍କୁ ଗୋଡାଇ ଡାହିମାଳରୁ ଗିରଫ କରିଛି । ପୁଲିସ ଏ ସଂପର୍କରେ ତଦନ୍ତ କରୁଛି।

   Related Posts