Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସମ୍ବଲପୁରରେ ବନ୍ଧୁକ ଦେଖାଇ ଆତଙ୍କ

6/08/2018 at 4:14 PM

ସମ୍ବଲପୁର ସିନ୍ଦୁରପଙ୍କ ଅଞ୍ଚଳରେ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ଜଣେ ପେଶାଦାର ଅପରାଧୀକୁ ଗିରଫ କରିଛି ସଦରଥାନା ପୋଲିସ୍ । ଗିରଫ ଅଭିଯୁକ୍ତ ହେଲା ସୁନାପାଲି ଅଞ୍ଚଳର ବାବୁ ଓରଫ୍ ସର୍ଫରାଜ ଖାନ୍ । ପୋଲିସ୍ ତା ନିକଟରୁ ଏକ ଦେଶୀ ୯ ଏମ୍ ଏମ୍ ପିସ୍ତଲ ସହ ଗୋଟିଏ ଗୁଳି ଜବତ କରିଛି । ଅଭିଯୁକ୍ତ ନାମରେ ଲଖନପୁର ଥାନାରେ ଗୋଟିଏ ଓ ଶାସନ ଥାନାରେ ତିନୋଟି ଅପରାଧିକ ମାମଲା ରହିଥିବା ବେଳେ, ଜିଲ୍ଲାର ବିଭିନ୍ନ ଥାନାରେ ୨୭ଟି ଫୌଜଦାରୀ ମାମଲା ରହିଛି।

   Related Posts