Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ପିପିଲି ଦାନଗହିର ସଟ୍‌ଡାଉନ, କରୋନା ଆକ୍ରାନ୍ତ ଚିହ୍ନଟ ପରେ ସବୁ ରାସ୍ତା ସିଲ୍

4/04/2020 at 1:41 PM

ପିପିଲି ୦୪।୦୪: ପିପିଲି ଦାନଗହୀରକୁ ସିଲ୍‌ କଲା ପିପିଲି ପୁଲିସ I ଆଜି ଭୋରୁ ଦାନଗହୀର ମୁଖ୍ୟ ରାସ୍ତା କୁ ସିଲ କରିଛି I କୌଣସି ମତେ ଘରୁ ବାହାରକୁ ନ ବାହାରିବାକୁ ଡାକବାଜି ଜନ୍ତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି I ଯଦି ଏଥିରେ କେହି ଖିଲାପ କଲେ, ତେବେ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସଂଘରୋଧ ଗୃହରେ ରଖିବାକୁ ଚେତାବନୀ ଦେଇଛି ପ୍ରଶାସନ I ପୁରୀ ପିପିଲିର ଦାନଗହିର ଗାଁକୁ ୧୦ ଦିନ ପାଇଁ ସଟ୍‌ଡାଉନ କରାଯାଇଛି। କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନର ପଦକ୍ଷେପ । ଆଜି ସକାଳ ୭ଟାରୁ ୧୪ ତାରିଖ ଯାଏ ସଟ୍‌ଡାଉନ । ପୁରୀର ପ୍ରବେଶ ଓ ପ୍ରସ୍ଥାନ ପଥକୁ ମଧ୍ୟ ସିଲ୍‌ କଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ରାଜ୍ୟରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ ପୁରୀ ଜିଲ୍ଲାର ବ୍ୟକ୍ତି ଅଛନ୍ତି I ତେବେ ପ୍ରଶାସନ ଆଗୁଆ ସଚେତନ ଦୃଷ୍ଟିରେ ଦାନଗହୀର ଅଞ୍ଚଳକୁ ସିଲ୍‌ କରିଛି । ଗତ କିଛି ଦିନ ତଳେ ଉକ୍ତ ଗ୍ରାମର କିଛି ବ୍ୟକ୍ତି ଦିଲ୍ଲୀ ରେ ଚାଲିଥିବା ଧର୍ମ ସଭାରେ ଯୋଗ ଦେଇ ଫେରିଥିବା କଥା ନଜରକୁ ଆସିବା ପରେ ପିପିଲି ପୁଲିସ ଆଜି ଦାନଗହୀର କୁ ସମ୍ପୂର୍ଣ୍ଣ ରୂପରେ ସିଲ କରିଛି I

   Related Posts