Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଅର୍ଶ ରୋଗର ଶିକାର ହୋଇ ଥିଲେ ଚିକିତ୍ସା ସହ ଆପଣାନ୍ତୁ ଏହି ଉପାୟ

19/11/2019 at 7:11 PM

ସାରା ବିଶ୍ୱରେ ଅନେକ ଲୋକ ଅର୍ଶ ରୋଗରେ ପୀଡିତ । ପ୍ରଥାମିକ ଅବସ୍ଥାରେ ଅଧିକାଂଶ ଲୋକ ଏ ବିଷୟରେ ଚିକିତ୍ସା କରିବା ପାଇଁ କୁଣ୍ଠା ବୋଧ କରିଥାଆନ୍ତି । ମାତ୍ର ଆରମ୍ଭରୁ ଏହାର ଚିକିତ୍ସା କରାଇଲେ ଏହା ଭଲ ହେବା ସମ୍ଭବ ।

ମଳଦ୍ୱାରରେ ଥିବା ମାଂସପେଶୀର ଦୁର୍ବଳତା, କୋଷ୍ଠକାଠିନ୍ୟ ଯୋଗୁ ହୋଇଥାଏ। ମଳଦ୍ୱାରରେ ଥିବା ପେରିଷ୍ଟୋନିୟମର ଶିରା ସଙ୍କୁଚିତ ହେବା ଦ୍ୱାରା ମଳଦ୍ୱାର ଦୁର୍ବଳ ହୋଇ ମାଂସଗୁଳି ବୃଦ୍ଧି ପାଏ। ମଳ କଠିନ ହେଲେ ଏହା ଫାଟି ରକ୍ତ ପଡେ।

ଅର୍ଶ ସାଧାରଣତଃ ଦୁଇପ୍ରକାର- ଭିତର ଅର୍ଶ ଓ ବାହାର ଅର୍ଶ। ଅନ୍ତଃବଳୀ ଓ ବହିଃବଳୀ। ଅର୍ଶ ହୋଇଛି ବୋଲି ଜାଣିଲେ ଏହାକୁ ଠିକ୍‌ ସମୟରେ ଚିକିତ୍ସା କରାନ୍ତୁ । ଆର୍ୟୁବେଦରେ ଏହାର ଚିକିତ୍ସା ପଦ୍ଧତି ଉପଲବ୍ଧ । ଏଲୋପାଥିଲେ ମଧ୍ୟ ଅର୍ଶର ଚିକିତ୍ସା ଉପଲବ୍ଧ

ମଳଦ୍ୱାରରର ପ୍ରୋଟସ୍କୋପି କରି ଅର୍ଶର ଆକାର ଓ ଏଥିରେ ହୋଇଥିବ କ୍ଷତ ବିଷୟରେ ଜଣା ପଡିଥାଏ ।

ଅର୍ଶ ହେଲେ ତନ୍ତୁ ଜାତୀୟ ଖାଦ୍ୟ ଅଧିକ ଖାଇବା ଆବଶ୍ୟକ ।
ତେଲ ଓ ମସଲା କମ୍‌ ଖାଆନ୍ତୁ ।

ଉଷୁମ ପାଣିରେ ଅଳାଁ ରସ , ମେଥି ଗୁଣ୍ଡ ଖାଇଲେ ଉପଶମ ମିଳିଥାଏ ।

ଏହା ସହ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

   Related Posts