Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଟ୍ରୋଲ ହେଉଛି ଆରଏସଏସ୍ ୟୁନିଫର୍ମରେ ପ୍ରିୟଙ୍କାଙ୍କ ଫଟୋ, ସଂଘ ସମର୍ଥକ ଖପ୍ପା

19/06/2019 at 7:54 PM

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଟୋ ପ୍ରାୟତଃ ସୋସାଲ ମିଡିଆରେ ଟ୍ରୋଲ ହୁଏ । ତେବେ ନିକଟରେ ଅପଲୋଡ ହୋଇଥିବା ଖାକି ନିକର, ବ୍ଲାକ ସାର୍ଟ ଓ ବ୍ଲୁ କୋର୍ଟ ଦେଶରେ ଚହଳ ପକାଇଛି। ସାଧାରଣତଃ ଏହା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ୟୁନିଫର୍ମ ଭାବେ ବେଶ୍ ସ୍ୱୀକୃତ। ଏଣୁ ପ୍ରୀୟଙ୍କାଙ୍କ ଫଟୋକୁ ନେଇ ସଂଘ ସମର୍ଥକ ଘୋର ପ୍ରତିକ୍ରିୟା ପ୍ରକାଶ କରୁଥିବା ବେଳେ ତାଙ୍କର ରାଜନୈତିକ ଇଛାକୁ ନେଇ ଆଉ ଏକ ଗୋଷ୍ଠୀ ମତ ଓ ମନ୍ତବ୍ୟ ଦେବା ପ୍ରସଙ୍ଗକୁ ଭିନ୍ନ ରୂପ ଦେଉଛି।

ବଲିଉଡ୍ ସଙ୍ଗେସଙ୍ଗେ ହଲିଉଡରେ ବି ନିଜ ପାଇଁ ଖାସ ସ୍ଥାନ ବନେଇପାରିଛନ୍ତି ପ୍ରୀୟଙ୍କା। ପ୍ରୀୟଙ୍କାଙ୍କ ଲୁକ୍ ର କଥା ପଡିଲେ ସ୍ୱତଃ ହୈସି ବ୍ରାଣ୍ଡର କଲେକ୍ସନ ଆଖି ଆଗରେ ନାଚି ଯାଏ। ତେବେ ଖାକି ନିକରରେ ପ୍ରୀୟଙ୍କାଙ୍କ ଫଟୋ ଏବେ ତାଙ୍କ ଫ୍ୟାନଙ୍କ ଆଖି ଝଲସେଇ ଦେଉଛି। ସେହିପରି ପ୍ରିୟଙ୍କା ଏହି ପୋଷାକରେ ଯେଉଁ ଅନ୍ଦାଜରେ ଅଛନ୍ତି ସେଥିରୁ ସେ ସଂଘର କୌଣସି ଗୁରୁତ୍ୱପୂର୍ଣ୍ଣ ବୈଠକ ଅଥବା ଶାଖାରୁ ଆସୁଥିବା ଭଳି ପ୍ରତିତ ହେଉଛନ୍ତି।

ଏଣୁ ସୋସାଲ ସାଇଟ୍ ରେ ସେହି ଭଳି କମେଣ୍ଟସ ବି ମିଳୁଛି। ତେବେ ଯାହା ହେଉନା କାହିଁକି ଆରଏସଏସ୍ ସହ ପ୍ରୀୟଙ୍କାଙ୍କ ନାମ ଜୋଡି ହେବା ଏବେ ଆଉ ଏକ ନୂଆ ଦିଗକୁ ବି ଇଙ୍ଗତ କରୁଛି । ତାହା ହେଲା ତାଙ୍କର ରାଜନୈତିକ ଅଭିଳାଶ । ହୁଏତ ପ୍ରୀୟଙ୍କା ଭିତରେ ଭିତରେ ରାଜନୀତି ପ୍ରତି ମଧ୍ୟ ଆକର୍ଷିତ ହେଉଥିବା ଏବେ ଅନୁମାନ କରାଯାଉଛି । ଯାହା ସିଧା ଧ୍ବଜାଧାରୀ ଦଳଙ୍କ ପ୍ରତି ତାଙ୍କର ଦୁର୍ବଳତାକୁ ପ୍ରକାଶକରୁଛି।

   Related Posts