Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଝି ରାସ୍ତାରେ ପିକ୍ଅପ୍ ଭ୍ୟାନ୍‌ରେ ଲାଗିଲା ନିଆଁ

11/05/2019 at 10:58 AM

ଅନୁଗୁଳ ୧୧|୫: ଅନୁଗୁଳ ଜିଲ୍ଲା କଲମଉଛୁଇଁ ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ରେ ନିଆଁ ଲାଗିଯାଇଛି । ରାସ୍ତା ଉପରେ ହୁତ ହୁତ ଜଳୁଛି ଭ୍ୟାନ୍ । ସର୍ଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅନୁଗୁଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛି । ଗାଡ଼ିରେ ରାସନ ସାମଗ୍ରୀ ଲୋଡ଼ ଥିଲା ।

   Related Posts