Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ଅଟୋକୁ ଧକ୍କା ଦେଲା ପିକ ଅପ ଭ୍ୟାନ ; ଜଣେ ମୃତ,୩ ଗୁରୁତର

1/05/2018 at 10:51 AM

ବ୍ରହ୍ମପୁର ଦିଗପହଣ୍ଡି ବାଇଗଣବାଡିଆ ଛକରେ ଦୁର୍ଘଟଣା
ଅଟୋ ସହ ପିକ ଅପ ଭ୍ୟାନ ଧକ୍କା
ଘଟଣାସ୍ଥଳରେ ଜଣେ ମୃତ, ୩ ଗୁରୁତର
୩ ଗୁରୁତର ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି
ମୃତକ ଜଣକ ଗତ କିଛି ଦିନ ହେଲା ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲା
ଆଜି ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାରୁ ସେ ଡ଼ିସଚାର୍ଜ ହୋଇ ଘରକୁ ଫେରିବା ବାଟରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି

Leave a Reply

   Related Posts