ପୁରୀରୁ ଫେରୁଥିବା ମହିଳା ବିଜେପି କର୍ମୀଙ୍କର ଗାଡି ଦୁର୍ଘଟଣାଗ୍ରସ୍ତ; ୧୦ରୁ ଅଧିକ ମହିଳା କର୍ମୀ ଆହତ
25/09/2018 at 3:29 PM

କଳାହାଣ୍ଡି ୨୫/୯ : କରଲାଗୁଡ଼ା ନିକଟରେ ଘଟିଛି ଦୁର୍ଘଟଣା | ପୁରୀରୁ ଫେରୁଥିବା ମହିଳା ବିଜେପି କର୍ମୀଙ୍କର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି | ଘଟଣାସ୍ଥଳରେ ୧୦ରୁ ଅଧିକ ମହିଳା କର୍ମୀ ଆହତ ହୋଇଛନ୍ତି | ପୁରୀରୁ ଛେଲିଆମାଳ ଆସୁଥିବା ବେଳେ ପିକ ଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା | ସମସ୍ତ ଆହତ ମହିଳା ବିଜେପି କର୍ମୀଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତି କରାଯାଇଛି |
Related Posts
ଲୁଚି ଛପି କରୁଥିଲେ କାରବାର, ପହଞ୍ଚିଗଲା ଅବକାରୀ ବିଭାଗ, ୪ ଗିରଫ
22 April 2021