ଟ୍ରକ ଧକ୍କାରେ ପିଏଚଡି କର୍ମଚାରୀଙ୍କ ମୃତ୍ୟୁ
6/12/2018 at 11:09 AM

ସମ୍ବଲପୁର ୬/୧୨: ଟ୍ରକ୍ ଧକ୍କାରେ ପିଏଚ୍ଡି କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ମାଡିଗଲା ଟ୍ରକ। ରେଢାଖୋଲ କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଛି। ମୃତକ ହେଲେ ପିଏଚ୍ଡି କର୍ମଚାରୀ ଘନଶ୍ୟାମ ଜୀତ।
Related Posts
ଆଜି ରାଜ୍ୟ କ୍ୟାବିନେଟ୍ : ୧୧ ପ୍ରସ୍ତାବରେ ବାଜିପାରେ ମୋହର
12 April 2021