Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲଗାତର ବଢୁଛି ତେଲଦର : ଜାଣନ୍ତୁ ଆପଣଙ୍କ ସହରର ପେଟ୍ରୋଲ ଓ ଡିଜେଲ ଦାମ୍

30/09/2021 at 2:21 PM

ନୂଆଦିଲ୍ଲୀ, ୩୦।୦୯ : ତୈଳଦରରେ ନିଆଁ । ଲଗାତର ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଅନେକ ସହରରେ ପେଟ୍ରୋଲ ଦର ୧୦୭ ଟଙ୍କା ଉପରେ ଥିବା ବେଳେ ଡିଜେଲ ୧୦୦ ଟଙ୍କା ନିକଟତର ହୋଇଛି ।

କୋଲକାତାରେ ପେଟ୍ରୋଲ ୩୦ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୧୭ ପଇସା ଥିବା ବେଳେ ଡିଜେଲର ଦାମ୍ ରହିଛି ୯୨ ଟଙ୍କା ୯୭ ପଇସା । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୨୧ ପଇସା ବୃଦ୍ଧି ପାଇ ୯୯ ଟଙ୍କା ୩୬ ପଇସା ଛୁଇଁଥିବା ବେଳେ ଡିଜେଲ ୨୮ ପଇସା ବୃଦ୍ଧି ପାଇ ୯୪ ଟଙ୍କା ୪୫ ପଇସାରେ ପହଁଚିଛି ।

କେଉଁ ସହରରେ କେତେ ତେଲ ଦର ?

ଭୋପାଳ

ପେଟ୍ରୋଲ-୧୧୦.୧୧ ଟଙ୍କା

ଡିଜେଲ- ୯୮.୭୭ ଟଙ୍କା

ହାଇଦ୍ରାବାଦ

ପେଟ୍ରୋଲ -୧୦୫.୭୪ ଟଙ୍କା

ଡିଜେଲ- ୯୮.୦୬ ଟଙ୍କା

ଗୌହାଟୀ

ପେଟ୍ରୋଲ- ୯୭.୫୨ ଟଙ୍କା

ଡିଜେଲ -୮୯ ଟଙ୍କା ୨୯ ଟଙ୍କା

ଭୁବନେଶ୍ୱର

ପେଟ୍ରୋଲ- ୧୦୨.୫୬ ଟଙ୍କା

ଡିଜେଲ- ୯୮.୦୫ ଟଙ୍କା

   Related Posts