Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଦିନେ ପରେ ପୁଣି କମିଲା ପେଟ୍ରୋଲ ଏବଂ ଡିଜେଲ ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ?

6/02/2020 at 12:40 PM

ନୂଆଦିଲ୍ଲୀ ୬।୨: ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲଗାତର ହ୍ରାସ ପାଉଥିବା ବେଳେ ଗୋଟିଏ ଦିନର ସ୍ଥିରତା ପରେ ପୁଣି ଆଜି ଦର ହ୍ରାସ ପାଇଛି । ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯ ପଇସା ହ୍ରାସ ପାଇ ପ୍ରତି ଲିଟର ୭୨.୮୯ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୭୮.୫୫ ଟଙ୍କା ଏବଂ କୋଲକାତାରେ ୭୫.୫୭ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୭୫.୭୩ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଦିଲ୍ଲୀରେ ଡିଜେଲ ୬୫.୯୨ ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ଡିଜେଲ ୬୯.୦୯ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । କୋଲକତାରେ ଡିଜେଲ ମୂଲ୍ୟ ୬୮.୨୯ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ଡିଜେଲ ମୂଲ୍ୟ ୬୯.୬୩ ଟଙ୍କା ପ୍ରତି ଲିଟର ରହିଛି ।

ପେଟ୍ରୋଲ ମୂଲ୍ୟ :

ଗୁରୁଗ୍ରାମ- ୭୨.୮୨ ଟଙ୍କା / ଲିଟର

ନୋଏଡା- ୭୪.୬୨ ଟଙ୍କା / ଲିଟର

ବେଙ୍ଗାଲୁରୁ- ୭୫.୩୬ ଟଙ୍କା / ଲିଟର

ଭୁବନେଶ୍ବର- ୭୧.୯୩ ଟଙ୍କା / ଲିଟର

ଚଣ୍ଡିଗଡ- ୬୮.୯୨ ଟଙ୍କା / ଲିଟର

ହାଇଦ୍ରାବାଦ- ୭୭.୫୫ ଟଙ୍କା / ଲିଟର

ଜୟପୁର- ୭୬.୯୩ ଟଙ୍କା / ଲିଟର

ଲକ୍ଷ୍ନୌ- ୭୪.୪୯ ଟଙ୍କା / ଲିଟର

ପାଟନା- ୭୭.୫୮ ଟଙ୍କା / ଲିଟର

ତ୍ରିଭେନ୍ଦ୍ରମ୍- ୭୬.୨୬ ଟଙ୍କା / ଲିଟର

ଡିଜେଲ ମୂଲ୍ୟ :

ଆଗ୍ରା- ୬୫.୯୦ ଟଙ୍କା / ଲିଟର

ଅହମ୍ମଦାବାଦ- ୬୮.୯୭ ଟଙ୍କା / ଲିଟର

ଆଲ୍ଲହାବାଦ- ୬୬.୨୪ ଟଙ୍କା / ଲିଟର

ଔରଙ୍ଗାବାଦ- ୭୦.୧୩ ଟଙ୍କା / ଲିଟର

ବେଙ୍ଗାଲୁରୁ- ୬୮.୧୫ ଟଙ୍କା / ଲିଟର

ଭୋପାଳ- ୭୨.୧୨ ଟଙ୍କା / ଲିଟର

ଭୁବନେଶ୍ବର- ୭୦.୭୦ ଟଙ୍କା / ଲିଟର

ଚଣ୍ଡିଗଡ- ୬୨.୭୫ ଟଙ୍କା / ଲିଟର

   Related Posts