ଦିନେ ପରେ ପୁଣି କମିଲା ପେଟ୍ରୋଲ ଏବଂ ଡିଜେଲ ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ?

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ ୬।୨: ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲଗାତର ହ୍ରାସ ପାଉଥିବା ବେଳେ ଗୋଟିଏ ଦିନର ସ୍ଥିରତା ପରେ ପୁଣି ଆଜି ଦର ହ୍ରାସ ପାଇଛି । ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯ ପଇସା ହ୍ରାସ ପାଇ ପ୍ରତି ଲିଟର ୭୨.୮୯ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୭୮.୫୫ ଟଙ୍କା ଏବଂ କୋଲକାତାରେ ୭୫.୫୭ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୭୫.୭୩ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଦିଲ୍ଲୀରେ ଡିଜେଲ ୬୫.୯୨ ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ଡିଜେଲ ୬୯.୦୯ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । କୋଲକତାରେ ଡିଜେଲ ମୂଲ୍ୟ ୬୮.୨୯ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ଡିଜେଲ ମୂଲ୍ୟ ୬୯.୬୩ ଟଙ୍କା ପ୍ରତି ଲିଟର ରହିଛି ।

ପେଟ୍ରୋଲ ମୂଲ୍ୟ :

ଗୁରୁଗ୍ରାମ- ୭୨.୮୨ ଟଙ୍କା / ଲିଟର

ନୋଏଡା- ୭୪.୬୨ ଟଙ୍କା / ଲିଟର

ବେଙ୍ଗାଲୁରୁ- ୭୫.୩୬ ଟଙ୍କା / ଲିଟର

ଭୁବନେଶ୍ବର- ୭୧.୯୩ ଟଙ୍କା / ଲିଟର

ଚଣ୍ଡିଗଡ- ୬୮.୯୨ ଟଙ୍କା / ଲିଟର

ହାଇଦ୍ରାବାଦ- ୭୭.୫୫ ଟଙ୍କା / ଲିଟର

ଜୟପୁର- ୭୬.୯୩ ଟଙ୍କା / ଲିଟର

ଲକ୍ଷ୍ନୌ- ୭୪.୪୯ ଟଙ୍କା / ଲିଟର

ପାଟନା- ୭୭.୫୮ ଟଙ୍କା / ଲିଟର

ତ୍ରିଭେନ୍ଦ୍ରମ୍- ୭୬.୨୬ ଟଙ୍କା / ଲିଟର

ଡିଜେଲ ମୂଲ୍ୟ :

ଆଗ୍ରା- ୬୫.୯୦ ଟଙ୍କା / ଲିଟର

ଅହମ୍ମଦାବାଦ- ୬୮.୯୭ ଟଙ୍କା / ଲିଟର

ଆଲ୍ଲହାବାଦ- ୬୬.୨୪ ଟଙ୍କା / ଲିଟର

ଔରଙ୍ଗାବାଦ- ୭୦.୧୩ ଟଙ୍କା / ଲିଟର

ବେଙ୍ଗାଲୁରୁ- ୬୮.୧୫ ଟଙ୍କା / ଲିଟର

ଭୋପାଳ- ୭୨.୧୨ ଟଙ୍କା / ଲିଟର

ଭୁବନେଶ୍ବର- ୭୦.୭୦ ଟଙ୍କା / ଲିଟର

ଚଣ୍ଡିଗଡ- ୬୨.୭୫ ଟଙ୍କା / ଲିଟର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.