Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଶସ୍ତା ହେଲା ପେଟ୍ରୋଲ, ଭାଟ ହ୍ରାସ କଲେ କେଜରିଓ୍ୱାଲ ସରକାର

1/12/2021 at 12:56 PM

ନୂଆଦିଲ୍ଲୀ ୦୧/୧୧: ସାରା ଦେଶରେ ଗ୍ରାହକଙ୍କୁ ମହଙ୍ଗା ମାଡ ହେଉଥିବାବେଳେ ରାଜଧାନୀ ଦିଲ୍ଲୀରୁ ଆସିଛି ଆଶ୍ୱସ୍ତିକର ଖବର । ଦିଲ୍ଲୀ ସରକାର ସାଧରଣ ଲୋକଙ୍କୁ ପକେଟକୁ ଦୃଷ୍ଟିରେ ରଖି ପେଟ୍ରୋଲ ଦାମ କମ୍ କରିଛନ୍ତି । ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ଭାଟ କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ଏକ ଲିଟର ପେଟ୍ରୋଲ ପିଛା ୮ ଟଙ୍କା ଶସ୍ତା ହୋଇଛି ।

ଦିଲ୍ଲୀ ସରକାର ବୈଠକରେ ପେଟ୍ରୋଲ୍ ଉପରେ ଲଗାଇଥିବା ଭାଟକୁ ୩୦ ପ୍ରତିଶତ କମ୍ କରିବା ସହ ୧୯.୪୦ ପ୍ରତିଶତ କରିଦେଇଛନ୍ତି । ଏହା ପରେ ଆଜିଠୁ ୮ ଟଙ୍କା ପେଟ୍ରୋଲ ଦାମ କମିଛି । ପେଟ୍ରୋଲର ନୂଆ ଦର ଆଜି ମଧ୍ୟରାତ୍ରୀରୁ ଲାଗୁ ହେବ । ଏହି ବର୍ଷ ଆରମ୍ଭରୁ ସାରା ଦେଶରେ ପେଟ୍ରୋଲ-ଡିଜେଲ୍ ଦର ଏହେତୁକ ବୃଦ୍ଧି ପାଇଥିଲା । କେତେଦିନ ଧରି ତୈଳ ଦରରେ ଲାଭ ହେବା ପରେ ଦିପାବଳୀ ଅବସରରେ ସରକାର ଦର ହ୍ରାସ କରିବା ସହ ଖାଉଟିଙ୍କୁ ଦିଓ୍ୱାଲୀ ଭେଟି ଦେଇଥିଲେ ।

   Related Posts