Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ତୈଳ ଦରରେ ଲାଗିଛି ନିଆଁ : ଭୋପାଳରେ ୧୦୫ ପାର୍ କଲା ପେଟ୍ରୋଲ ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରର ଦର

18/06/2021 at 8:26 AM

ନୂଆଦିଲ୍ଲୀ୧୮/୬ : ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଦେଶର ଚାରୋଟି ପ୍ରମୁଖ ମେଟ୍ରୋରେ ପେଟ୍ରୋଲ ଲିଟର ପିଛା ୨୩-୨୭ ପଇସା ଏବଂ ଡିଜେଲ ଲିଟର ପିଛା ୨୭-୩୦ ପଇସା ମହଙ୍ଗା ହୋଇଛି । ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୨୭ ପଇସା ଏବଂ ଡିଜେଲ ପିଛା ୨୮ ପଇସା ବୃଦ୍ଧି ପାଇଛି । ବର୍ତ୍ତମାନ ଏଠାରେ ମୂଲ୍ୟ ଯଥାକ୍ରମେ ଲିଟର ପିଛା ୯୬.୯୩ ଟଙ୍କା ଏବଂ ଲିଟର ପିଛା ୮୭.୬୯ ଟଙ୍କା ରହିଛି ।

ଏଥି ସହିତ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୩.୦୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୧୪ଟଙ୍କା ରହିଛି । ଆଜି କୋଲକାତାରେ ପେଟ୍ରୋଲ ୯୬.୮୪ ଟଙ୍କାରେ ଏବଂ ଡିଜେଲରେ ଲିଟର ପିଛା ୯୦.୫୪ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ୯୮.୧୪ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୯୨.୩୧ଟଙ୍କା ରହିଛି ।
ଅନ୍ୟାନ୍ୟ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ
୧-ଭୋପାଳରେ ପେଟ୍ରୋଲ ୧୦୫.୧୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୩୫ ଟଙ୍କା
୨-ହାଇଦ୍ରାବାଦରେ ପେଟ୍ରୋଲ ୧୦୦.୭୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୫୯ ଟଙ୍କା
୩-ବେଙ୍ଗାଲୁରୁରେ ପେଟ୍ରୋଲ ୧୦୦.୧୭ ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୨.୯୭ ଟଙ୍କା
୪-ଜୟପୁରରେ ପେଟ୍ରୋଲ ୧୦୩.୫୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୬୯ ଟଙ୍କା


୫-ପାଟନାରେ ପେଟ୍ରୋଲ ୯୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୦୧ ଟଙ୍କା
୬-ଲକ୍ଷ୍ନୌରେ ପେଟ୍ରୋଲ ୯୪.୧୪ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୮.୧୦ ଟଙ୍କା
୭-ଗୁରୁଗ୍ରାମରେ ପେଟ୍ରୋଲ ୯୪.୬୯ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୮.୨୯ ଟଙ୍କା
୮-ଚଣ୍ଡୀଗଡ଼ରେ ପେଟ୍ରୋଲ ୯୩.୨୨ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୭.୩୪ ଟଙ୍କା
୯-ନୋଏଡାରେ ପେଟ୍ରୋଲ ୯୪.୨୫ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୮.୧୮ ଟଙ୍କା

   Related Posts