Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି, ଜାଣନ୍ତୁ ନୂଆବର୍ଷରେ କେଉଁ ସହରରେ ରହିଛି କେତେ

1/01/2020 at 8:39 AM

ଭୁବନେଶ୍ବର ୧।୧: ନୂଆବର୍ଷ ୨୦୨୦ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହୋଇଛି । ଆଜି ବିଭିନ୍ନ ସହରରେ ପେଟ୍ରୋଲ ମୂଲ୍ୟ ୮ରୁ ୧୦ ପଇସା ବୃଦ୍ଧି ହୋଇଛି । ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ହୋଇଛି । ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୭୫.୧୪ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୮୦.୭୯ ଟଙ୍କା ଏବଂ କୋଲକତାରେ ୭୭.୭୯ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୭୮.୧୨ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଡିଜେଲ ମୂଲ୍ୟରେ ୧୮ରୁ ୧୯ ପଇସା ବୃଦ୍ଧି ହୋଇଛି । ଦିଲ୍ଲୀରେ ଆଜି ଡିଜେଲ ୬୭.୯୬ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ଡିଜେଲ ୭୧.୩୧ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । କୋଲକତାରେ ଡିଜେଲ ମୂଲ୍ୟ ୭୦.୩୮ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ଡିଜେଲ ମୂଲ୍ୟ ୭୧.୮୬ଟଙ୍କା ପ୍ରତି ଲିଟର ରହିଛି ।

ପେଟ୍ରୋଲ ମୂଲ୍ୟ :

ଆଗ୍ରା- ୭୬.୧୭ ଟଙ୍କା / ଲିଟର

ଅହମ୍ମଦାବାଦ- ୭୨.୫୧ ଟଙ୍କା / ଲିଟର

ଆଲ୍ଲହାବାଦ- ୭୬.୪୨ ଟଙ୍କା / ଲିଟର

ଔରଙ୍ଗାବାଦ- ୮୧.୮୨ ଟଙ୍କା / ଲିଟର

ବେଙ୍ଗାଲୁରୁ- ୭୭.୭୧ ଟଙ୍କା / ଲିଟର

ଭୋପାଳ- ୮୩.୪୩ ଟଙ୍କା / ଲିଟର

ଭୁବନେଶ୍ବର- ୭୪.୧୭ ଟଙ୍କା / ଲିଟର

ଡିଜେଲ ମୂଲ୍ୟ :

ଆଗ୍ରା- ୬୭.୯୯ ଟଙ୍କା / ଲିଟର

ଅହମ୍ମଦାବାଦ- ୭୧.୧୬ ଟଙ୍କା / ଲିଟର

ଆଲ୍ଲହାବାଦ- ୬୮.୩୪ ଟଙ୍କା / ଲିଟର

ଔରଙ୍ଗାବାଦ- ୭୨.୩୫ ଟଙ୍କା / ଲିଟର

ବେଙ୍ଗାଲୁରୁ- ୭୦.୨୮ ଟଙ୍କା / ଲିଟର

ଭୋପାଳ- ୭୪.୩୪ ଟଙ୍କା / ଲିଟର

ଭୁବନେଶ୍ବର- ୭୨.୯୬ ଟଙ୍କା / ଲିଟର

ଚଣ୍ଡିଗଡ- ୬୪.୭୪ ଟଙ୍କା / ଲିଟର

   Related Posts