ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ, ଜାଣନ୍ତୁ କେଉଁ ସହରରେ ରହିଛି କେତେ ଦାମ୍‌

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ ୨୯।୦୧: ଦିନକୁ ଦିନ ଦେଶରେ ମହଙ୍ଗା ବୃଦ୍ଧି ପାଇଥିବା ବେଳେ କିଛି ସମୟ ପାଇଁ ଦେଶବାସୀଙ୍କ ଆଶ୍ବସ୍ତି ମିଳିଛି । ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍‌ରେ କିଛି ପରିମାଣରେ ହ୍ରାସ ପାଇଛି । ଯାହାକି ସାଧାରଣଜନତାଙ୍କ ପାଇଁ ଏକ ଖୁସିର ଖବର । ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦାମ୍‌ ହ୍ରାସ ପାଇଛି ।

ବୁଧବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୧ପଇସା ଶସ୍ତା ହୋଇ ଲିଟର ପିଛା ୭୩.୬୦ ଟଙ୍କା , ମୁମ୍ବାଇରେ ଲିଟର ପିଛା ୭୯.୨୧ଟଙ୍କା, କୋଲକାତାରେ ପ୍ରତି ଲିଟର ପିଛା ୭୬.୨୨ଟଙ୍କା, ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଲିଟର ପିଛା ୭୬.୪୪ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଡିଜେଲ ଦରରେ ମଧ୍ୟ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ଡିଜେଲ ପ୍ରତି ଲିଟର ପିଛା ୬୬.୫୮ଟଙ୍କା, ମୁମ୍ବାଇରେ ପ୍ରତି ଲିଟର ୬୯.୭୯ଟଙ୍କା, କୋଲକାତାରେ ପ୍ରତି ଲିଟର ୬୮.୯୪ଟଙ୍କା ଓ ତାମିଲନାଡୁ ରାଜଧାନୀ ଚେନ୍ନାଇରେ ୭୦.୩୩ଟଙ୍କାରେ ବିକ୍ରି ହେଉଛି ।

ବିଭିନ୍ନ ସହରର ପେଟ୍ରୋଲ ମୂଲ୍ୟ:

ଆଗ୍ରା- ୭୫.୯୩ ଟଙ୍କା ଟଙ୍କା / ଲିଟର

ଅହମଦାବାଦ- ୭୦.୯୭ ଟଙ୍କା ଟଙ୍କା / ଲିଟର

ଆହ୍ଲାବାଦ-୭୫.୧୭ ଟଙ୍କା ଟଙ୍କା / ଲିଟର

ଓୌରଙ୍ଗବାଦ- ୮୦.୨୪ ଟଙ୍କା ଟଙ୍କା / ଲିଟର

ବେଙ୍ଗାଲୁରୁ-୭୬.୦୬ ଟଙ୍କା ଟଙ୍କା / ଲିଟର

ଭୋପାଳ- ୮୧.୭୪ଟଙ୍କା ଟଙ୍କା / ଲିଟର

ଭୁବନେଶ୍ବର-୭୨.୫୯ ଟଙ୍କା / ଲିଟର

ଚଣ୍ଡିଗଡ-୬୯.୫୫ ଟଙ୍କା / ଲିଟର

ବିଭିନ୍ନ ସହରର ଡିଜେଲ ମୂଲ୍ୟ:

ଆଗ୍ରା -୬୬.୫୫ ଟଙ୍କା / ଲିଟର

ଅହମଦାବାଦ- ୬୯.୬୬ ଟଙ୍କା / ଲିଟର

ଆହ୍ଲାବାଦ-୬୬.୯୦ ଟଙ୍କା / ଲିଟର

ଓୌରଙ୍ଗାବାଦ- ୭୦.୮୩ ଟଙ୍କା / ଲିଟର

ବେଙ୍ଗାଲୁରୁ-୬୮.୭୯ ଟଙ୍କା ଟଙ୍କା / ଲିଟର

ଭୋପାଳ- ୭୨.୮୨ଟଙ୍କା ଟଙ୍କା / ଲିଟର
ଭୁବନେଶ୍ବର-୭୧.୪୧ ଟଙ୍କା / ଲିଟର

ଚଣ୍ଡିଗଡ-୬୩.୩୮ ଟଙ୍କା / ଲିଟର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.