Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ପୁଣି ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ, ଜାଣନ୍ତୁ ଆଜି କେଉଁ ସହରରେ ରହିଛି କେତେ

4/02/2020 at 9:45 AM

ନୂଆଦିଲ୍ଲୀ ୪।୨: ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଛି । ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୬ ପଇସା ହ୍ରାସ ପାଇ ପ୍ରତି ଲିଟର ୭୩.୦୪ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୭୮.୬୯ ଟଙ୍କା ଏବଂ କୋଲକାତାରେ ୭୫.୭୧ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୭୫.୮୯ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଦିଲ୍ଲୀରେ ଡିଜେଲ ୬୬.୦୯ ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ଡିଜେଲ ୬୯.୨୭ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । କୋଲକତାରେ ଡିଜେଲ ମୂଲ୍ୟ ୬୮.୪୬ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ଡିଜେଲ ମୂଲ୍ୟ ୬୯.୮୧ ଟଙ୍କା ପ୍ରତି ଲିଟର ରହିଛି ।

ପେଟ୍ରୋଲ ମୂଲ୍ୟ :

ଆଗ୍ରା- ୭୪.୫୧ ଟଙ୍କା / ଲିଟର

ଅହମ୍ମଦାବାଦ- ୭୦.୪୬ ଟଙ୍କା / ଲିଟର

ଆଲ୍ଲହାବାଦ- ୭୪.୭୬ ଟଙ୍କା / ଲିଟର

ଔରଙ୍ଗାବାଦ- ୭୯.୭୨ ଟଙ୍କା / ଲିଟର

ବେଙ୍ଗାଲୁରୁ- ୭୫.୫୨ ଟଙ୍କା / ଲିଟର

ଭୋପାଳ- ୮୧.୧୯ ଟଙ୍କା / ଲିଟର

ଭୁବନେଶ୍ବର- ୭୨.୦୭ ଟଙ୍କା / ଲିଟର

ଚଣ୍ଡିଗଡ- ୬୯.୦୬ ଟଙ୍କା / ଲିଟର

ଡିଜେଲ ମୂଲ୍ୟ :

ଆଗ୍ରା- ୬୬.୦୭ ଟଙ୍କା / ଲିଟର

ଅହମ୍ମଦାବାଦ- ୬୯.୧୫ ଟଙ୍କା / ଲିଟର

ଆଲ୍ଲହାବାଦ- ୬୬.୪୧ ଟଙ୍କା / ଲିଟର

ଔରଙ୍ଗାବାଦ- ୭୦.୩୧ ଟଙ୍କା / ଲିଟର

ବେଙ୍ଗାଲୁରୁ- ୬୮.୩୨ ଟଙ୍କା / ଲିଟର

ଭୋପାଳ- ୭୨.୩୦ ଟଙ୍କା / ଲିଟର

ଭୁବନେଶ୍ବର- ୭୦.୮୯ ଟଙ୍କା / ଲିଟର

ଚଣ୍ଡିଗଡ- ୬୯.୯୧ ଟଙ୍କା / ଲିଟର

   Related Posts