Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଲଗାତର ଭାବେ ବଢୁଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ରହିଛି ଆଜିର ଦାମ୍ ?

26/11/2020 at 10:56 AM

ନୂଆଦିଲ୍ଲୀ,୨୬|୧୧: ଗୋଟିଏ ଦିନ ପେଟ୍ରୋଲ ଓ ଡିଜେଲର ଦାମ୍ କମିବା ପରେ ପୁଣି ଥରେ ମୂଲ୍ୟ ବୃଦ୍ଧି ଘଟିଛି । ଆଇଓସିଏଲର ସୂଚନା ଅନୁସାରେ, ଦେଶର ଚାରୋଟି ମହାନଗରରେ ପେଟ୍ରୋଲ ଦାମ୍ ଲିଟର ପିଛା ୧୧ ପଇସା ବୃଦ୍ଧି ପାଇଛି । ସେହିପରି ଡିଜେଲ୍ ଦାମ ମଧ୍ୟ ୨୧ ପଇସା ବୃଦ୍ଧି ପାଇଛି । ଅଶୋଦ୍ଧିତ ତୈଳ ଦରଦାମ୍ ବୃଦ୍ଧି ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ୍ ପିଛା ୪୯ ଡଲାର ରହିଛି । ଆମେରିକାରେ ଅଶୋଦ୍ଧିତ ତୈଳ ଦର ବ୍ୟାରେଲ୍ ପିଛା ୪୬ ଡଲାର ରହିଛି ।

ରାଜଧାନୀ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୨୧ ପଇସା ବୃଦ୍ଧି ପାଇ ୭୧.୬୨ରେ ପହଁଚିଛି । ସେହିପରି କୋଲକାତାରେ ୭୫.୧୯ ଟଙ୍କା ରହିଛି । ମୁମ୍ବାଇରେ ୨୨ ପଇସା ବୃଦ୍ଧି ପାଇ ୭୮.୧୨ ଟଙ୍କା ଥିବା ବେଳେ ଚେନ୍ନାଇରେ ୨୦ ପଇସା ବୃଦ୍ଧି ପାଇ ୭୭.୦୮ ଟଙ୍କା ରହିଛି ।

ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୧.୭୦ ଟଙ୍କା ଥିବା ବେଳେ କୋଲକାତାରେ ୮୩.୨୬, ମୁମ୍ବାଇରେ ୮୮.୪୦ ରହିଛି । ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ଦାମ୍ ରହିଛି ୮୪,୭୪ ଟଙ୍କା ।

ଏତତ୍ ବ୍ୟତୀତ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୨.୧୯ ଟଙ୍କା ଥିବା ବେଳେ ଡିଜେଲ ଦର ୭୭.୬ ଟଙ୍କା ରହିଛି ।

   Related Posts