Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ, ଜାଣନ୍ତୁ ଆଜି କେଉଁ ସହରରେ ମୂଲ୍ୟ କେତେ ରହିଛି

2/02/2020 at 10:46 AM

ନୂଆଦିଲ୍ଲୀ ୨।୨: ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟର ହ୍ରାସ ପାଇଛି । ରବିବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮ ପଇସା ହ୍ରାସ ପାଇ ପ୍ରତି ଲିଟର ୭୩.୧୯ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୭୮.୮୩ ଟଙ୍କା ଏବଂ କୋଲକାତାରେ ୭୫.୭୮ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୭୬.୦୩ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଦିଲ୍ଲୀରେ ଡିଜେଲ ୬୬.୨୨ ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ଡିଜେଲ ୬୯.୪୨ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । କୋଲକତାରେ ଡିଜେଲ ମୂଲ୍ୟ ୬୮.୫୯ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ଡିଜେଲ ମୂଲ୍ୟ ୬୯.୯୬ ଟଙ୍କା ପ୍ରତି ଲିଟର ରହିଛି ।

ପେଟ୍ରୋଲ ମୂଲ୍ୟ :

ଆଗ୍ରା- ୭୪.୬୨ ଟଙ୍କା / ଲିଟର

ଅହମ୍ମଦାବାଦ- ୭୪.୮୭ ଟଙ୍କା / ଲିଟର

ଆଲ୍ଲହାବାଦ- ୭୪.୮୭ ଟଙ୍କା / ଲିଟର

ଔରଙ୍ଗାବାଦ- ୭୯.୬୬ ଟଙ୍କା / ଲିଟର

ବେଙ୍ଗାଲୁରୁ- ୭୫.୬୬ ଟଙ୍କା / ଲିଟର

ଭୋପାଳ- ୮୧.୩୪ ଟଙ୍କା / ଲିଟର

ଭୁବନେଶ୍ବର- ୭୨.୧୯ ଟଙ୍କା / ଲିଟର

ଚଣ୍ଡିଗଡ- ୬୯.୧୯ ଟଙ୍କା / ଲିଟର

ଡିଜେଲ ମୂଲ୍ୟ :

ଆଗ୍ରା- ୬୬.୨୦ ଟଙ୍କା / ଲିଟର

ଅହମ୍ମଦାବାଦ- ୬୯.୨୯ ଟଙ୍କା / ଲିଟର

ଆଲ୍ଲହାବାଦ- ୬୬.୫୫ ଟଙ୍କା / ଲିଟର

ଔରଙ୍ଗାବାଦ- ୭୦.୪୬ ଟଙ୍କା / ଲିଟର

ବେଙ୍ଗାଲୁରୁ- ୬୮.୪୬ ଟଙ୍କା / ଲିଟର

ଭୋପାଳ- ୭୨.୪୫ ଟଙ୍କା / ଲିଟର

ଭୁବନେଶ୍ବର- ୭୧.୦୩ ଟଙ୍କା / ଲିଟର

ଚଣ୍ଡିଗଡ- ୬୩.୦୪ ଟଙ୍କା / ଲିଟର

   Related Posts