Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମଦବୋତଲ ସାଜିଲା କାଳ, ଅଣ୍ଟାରେ ଖୋସି ବାଇକ୍‌ ନେଇ ଯାଉଥିଲେ, ଘଟିଲା ଦୁର୍ଘଟଣା, ତାପରେ…

25/04/2021 at 8:06 PM

ବାଲିପାଟଣା, ୨୫/୦୪: ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ବାଲିଅନ୍ତା ଥାନା ଚାରିମାଣିଆ ପ୍ରଧାନ ସାହିର ଅପୁ ଖଟୁଆ । ବାଇକରୁ ପଡିବା ପରେ ଅଣ୍ଟାରେ ଖୋସିଥିବା ମଦ ବୋତଲ ଭାଙ୍ଗି ଅପୁଙ୍କ ପେଟରେ ପଶି ଯାଇଥିଲା ।

ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ୍ ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତର ସେଠାରେ ଅପୁଙ୍କୁ ମୃତ ଘୋଷଣା କରିଛନ୍ତି । ଚାରିମଣିଆ ପ୍ରଧାନ ସାହିର ଅପୁ ବାଇକରେ ନିଜ ଗ୍ରାମକୁ ଫେରୁଥିଲେ । ପାଖରେ ଥିବା ଏକ ମଦ ବୋତଲକୁ ଅଣ୍ଟାରେ ଖୋସିଥିଲେ । ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖିନ ହେବା ପରେ ସେ ତଳେ ପଡ଼ିବା ସହ ମଦ ବୋତଲଟି ଭାଙ୍ଗି ତାଙ୍କ ପେଟରେ ପଶି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା । ଶେଷରେ ମଦ ଯୋଗୁ ଅପୁଙ୍କ ଜୀବନ ଯାଇଛି ।

   Related Posts