Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ଏହି ପଥରରୁ ବାହାରିଥାଏ ରକ୍ତ : ଜାଣନ୍ତୁ କେଉଁ ଦେଶରେ ରହିଛି ପିରିୟଡ୍ ରକ୍

20/05/2019 at 2:45 PM

ମଣିଷ କିମ୍ବା ଜୀବଜନ୍ତୁ ଦେହରେ କଣ ବାଜିଗଲେ କିମ୍ବା ଖଣ୍ଡିଆ ହେଲେ ସାଧାରଣତଃ ରକ୍ତ ବାହାରିଥାଏ । ଆପଣ ଶୁଣିଥିବେ କିଛି ବୃକ୍ଷ ଅଛି ଯାହାକୁ କାଟିଲେ ମଧ୍ୟ ରକ୍ତ ବାହାରିଥାଏ । ପଥରରୁ ରକ୍ତ ବାହାରିବା ଆପଣ କେବେ ଶୁଣିଛନ୍ତି କି ?

Pyura chilensis

ଶୁଣିନଥିବେ ନିଶ୍ଚୟ । ଆଜି ଆମେ ଆପମଙ୍କୁ ଏମିତି ଏକ ପଥର ସମ୍ପର୍କରେ କହିବୁ ଯାହାକୁ ଭାଙ୍ଗିଲେ ସେଥିରୁ ରକ୍ତ ବାହାରିଥାଏ । ଏହି ପଥରରୁ କେବଳ ରକ୍ତ ବାହାରିନଥାଏ । ବରଂ ଏଥିରୁ ମାଂସ ମଧ୍ୟ ବାହାରିଥାଏ । ପଥରରୁ ବାହାରୁଥିବା ଏହି ମାଂସକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । ଏହା କୌଣସି କାହାଣୀ ନୁହେଁ । ଏହିଭଳି ପଥର ସତରେ ରହିଛି ।

ଏହି ପଥର ଦେଖିବାକୁ ସାଧାରଣ ପଥର ଭଳି । ଏହି ପଥର ଚିଲି ଏବଂ ପେରୁର ସମୁଦ୍ର ତଟରେ ଦେଖିବାକୁ ମିଳେ । ଏହି ପଥରକୁ ପାୟୁରା ଚିଲିୟାଂସିସ୍ କୁହାଯାଏ । ଏହି ପଥରକୁ ପିରିୟଡ୍ ବୋଲି ମଧ୍ୟ କୁହାଯାଏ ।

   Related Posts