ଏହି ପଥରରୁ ବାହାରିଥାଏ ରକ୍ତ : ଜାଣନ୍ତୁ କେଉଁ ଦେଶରେ ରହିଛି ପିରିୟଡ୍ ରକ୍

Published By : Prameya-News7 Bureau | May 20, 2019 IST

ମଣିଷ କିମ୍ବା ଜୀବଜନ୍ତୁ ଦେହରେ କଣ ବାଜିଗଲେ କିମ୍ବା ଖଣ୍ଡିଆ ହେଲେ ସାଧାରଣତଃ ରକ୍ତ ବାହାରିଥାଏ । ଆପଣ ଶୁଣିଥିବେ କିଛି ବୃକ୍ଷ ଅଛି ଯାହାକୁ କାଟିଲେ ମଧ୍ୟ ରକ୍ତ ବାହାରିଥାଏ । ପଥରରୁ ରକ୍ତ ବାହାରିବା ଆପଣ କେବେ ଶୁଣିଛନ୍ତି କି ?

{"id":113902}
Pyura chilensis

ଶୁଣିନଥିବେ ନିଶ୍ଚୟ । ଆଜି ଆମେ ଆପମଙ୍କୁ ଏମିତି ଏକ ପଥର ସମ୍ପର୍କରେ କହିବୁ ଯାହାକୁ ଭାଙ୍ଗିଲେ ସେଥିରୁ ରକ୍ତ ବାହାରିଥାଏ । ଏହି ପଥରରୁ କେବଳ ରକ୍ତ ବାହାରିନଥାଏ । ବରଂ ଏଥିରୁ ମାଂସ ମଧ୍ୟ ବାହାରିଥାଏ । ପଥରରୁ ବାହାରୁଥିବା ଏହି ମାଂସକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । ଏହା କୌଣସି କାହାଣୀ ନୁହେଁ । ଏହିଭଳି ପଥର ସତରେ ରହିଛି ।

{"id":113903}

ଏହି ପଥର ଦେଖିବାକୁ ସାଧାରଣ ପଥର ଭଳି । ଏହି ପଥର ଚିଲି ଏବଂ ପେରୁର ସମୁଦ୍ର ତଟରେ ଦେଖିବାକୁ ମିଳେ । ଏହି ପଥରକୁ ପାୟୁରା ଚିଲିୟାଂସିସ୍ କୁହାଯାଏ । ଏହି ପଥରକୁ ପିରିୟଡ୍ ବୋଲି ମଧ୍ୟ କୁହାଯାଏ ।

{"id":113905}
{"id":113906}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.