Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଜନଧନ ଟଙ୍କା ଉଠାଇବାକୁ ଆସି ଭୁଲିଗଲେ ସାମାଜିକ ଦୂରତା

15/04/2020 at 1:57 PM

ଜୟପୁର ୧୫।୦୪: ଆଜି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ର ପ୍ରଥମ ଦିନ । ମେ ୩ ପର୍ଯ୍ୟନ୍ତ ଜାରି ରହିବ ଲକଡାଉନ୍ । ତେବେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଅଧିକ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିଛି । ବିଭିନ୍ନ ସ୍ଥାନରେ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ପ୍ରବଳ ଭିଡ ଜମିଛି । ଜୟପୁରରେ ମଧ୍ୟ ବିଭିନ୍ନ ବ୍ୟାଙ୍କରେ ହିତାଧିକାରୀଙ୍କ ଭିଡ ଦେଖିବାକୁ ମିଳିଛି ।

ଜୟପୁରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ବହୁ ସଂଖ୍ୟାରେ ଆଦିବାସୀ ଲୋକ ସେମାନଙ୍କ ଜମାଖାତାରୁ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ । ଏହା ସମୟରେ ସାମାଜିକ ଦୂରତ୍ୱକୁ ନ ମାନି ଶହ ଶହ ସଂଖ୍ୟାରେ ମହିଳା ରୁଣ୍ଡ ହୋଇଥିଲେ । ବ୍ୟାଙ୍କରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ପରିସ୍ଥିତି ଅଣାୟତ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଂଚି ମହିଳାଙ୍କୁ ନିୟନ୍ତ୍ରଣ କରିଥିଲା ।

   Related Posts