Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିଜ ଆଡ଼ୁ ଜମି ଦେବାକୁ ଆସୁଥିବା ଲୋକଙ୍କୁ କ୍ଷତିପୂରଣ ରାଶିରେ ୧୦ପ୍ରତିଶତ ଅଧିକ ଅର୍ଥ ଦେବାକୁ ଘୋଷଣା

3/10/2019 at 6:09 PM

ପୁରୀ ୩|୧୦: ଶ୍ରୀମନ୍ଦିର ଚାରିପାଖର ଜମି ଅଧିଗ୍ରହଣ ପାଇଁ ସ୍ଥାନୀୟ ବାସିନ୍ଦା ନିଜ ଆଡ଼ୁ ଆବେଦନ କରୁଥିବା କହିଛନ୍ତି ଜିଲ୍ଲାପାଳ । ଏବେ ଜମି ଅଧିଗ୍ରହଣ ପୂର୍ବରୁ ସାମାଜିକ ପ୍ରଭାବ ସର୍ଭେ ଚାଲୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମି ଦେବାକୁ ଅନେକ ଲୋକ ଆଗକୁ ଆସିଛନ୍ତି । ତେବେ ନିଜ ଆଡ଼ୁ ଜମି ଦେବାକୁ ଆସୁଥିବା ଲୋକଙ୍କୁ କ୍ଷତିପୂରଣ ରାଶିରେ ୧୦ ପ୍ରତିଶତ ଅଧିକ ଅର୍ଥ ଦେବାକୁ ଘୋଷଣା କରିଛନ୍ତି ସରକାର । ରାଜ୍ୟ ସରକାର ବିସ୍ଥାପିତଙ୍କ ଥଇଥାନ୍‌ ଏବଂ କ୍ଷତିପୂରଣ ବାବଦକୁ ୪୦କୋଟି ଟଙ୍କା ଦେଇଛନ୍ତି । ସମସ୍ତଙ୍କ ସହଯୋଗ ଓ ସହମତିରେ ଜମି ଅଧିଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।

ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ନେଇ ସବୁ ସ୍ତରରେ ସହମତି ପାଇଁ ପ୍ରଶାସନିକସ୍ତରରେ ସବୁ ପ୍ରକାର ଉଦ୍ୟମ କରାଯାଉଛି । ତେବେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶକୁ ଗୁରୁତ୍ବ ଦେଇ ପ୍ରଶାସନ ସବୁ ପକ୍ଷଙ୍କ ସହ ବିଚାର ବିମର୍ଶ କରି ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇବ ବୋଲି ଆଶା କରାଯାଉଛି । 

   Related Posts