Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମା’ ଲକ୍ଷ୍ମୀଙ୍କ କୃପାରୁ ଆଜିଠାରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କ ବଦଳିଯିବ ଭାଗ୍ୟ, ମିଳିବ ପ୍ରଚୁର ଧନସମ୍ପତ୍ତି

29/12/2019 at 10:54 AM

ସମସ୍ତେ ଜାଣିଛନ୍ତି ମା ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବେ ବିବେଚନା କରାଯାଏ । କୁହାଯାଏ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଧନର ଅଭାବ ନଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଚଳନ ଅନୁସାରେ ଏଭଳି ସଂଯୋଗ ସୃଷ୍ଟି ହେଉଛି । ଯାହା ଫଳରେ ଆଜି ରାତିଠାରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ । ଧନ ଲାଭର ଯୋଗ ରହିଛି ଏହି ରାସିର ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ସଂକେତ ମାଧ୍ୟମରେ ଧନ ଲାଭର ୟୋଗ ରହିଛି । ମା ଲକ୍ଷ୍ମୀ ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭର ମାର୍ଗ ଦେଖାଇବେ । ଏମିତିରେ ଯେଉଁ ବ୍ୟକ୍ତି ଲକ୍ଷ୍ମୀଙ୍କ ଏହି ସଂକେତକୁ ବୁଝିଯିବେ ସେମାନେ ମାଲାମାଲ ହେବେ । ତେବେ ଜାଣନ୍ତୁ ଏହି ୪ଟି ରାଶି କଣ କଣ ।

ମେଷ ରାଶି :

ମା ଲକ୍ଷ୍ମୀଙ୍କ ଆର୍ଶୀବାଦରୁ ମେଷ ରାଶିର ବ୍ୟକ୍ତିଙ୍କ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସିବ । କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ମିଳିବ । ଯେଉଁ ବ୍ୟକ୍ତିମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ସେମାନେ ଲାଭବାନ୍ ହେବେ । ଏହି ସମୟ ,ସେମାନଙ୍କ ପାଇଁ ବେଶ୍ ଅନୁକୂଳ ରହିବ । ଏହି ବ୍ୟକ୍ତିମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ଅଟେ । ଜୀବନରେ ଏମାନଙ୍କୁ ସଫଳତା ମିଳିବ । ଏମାନଙ୍କ ଜୀବନ ସୁଖମୟ ହେବ ।

ମିଥୁନ ରାଶି :

ଏହି ପରିବର୍ତ୍ତନ ଫଳରେ ମିଥୁନ ରାଶିର ବ୍ୟକ୍ତିଙ୍କ ଜୀବନରେ ଶୁଭ ସମୟ ଆସିବ । ଏହି ସମୟରେ ବନ୍ଧୁ ଏବଂ ନିକଟ ସଂପର୍କୀୟମାନଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ଚନ୍ଦ୍ର କୁଣ୍ଡଳୀର ପଞ୍ଚମ ଭାବରେ ଯିବା ଫଳରେ ଏହି ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନ ମିଳିବାର ଯୋଗ ରହିଛି । ଏହି ରାଶିର ଲୋକମାନଙ୍କୁ ଅଚାନକ ଧନ ଲାଭର ଯୋଗ ରହିଛି । ଏହି ରାଶିର ବ୍ୟକ୍ତିଙ୍କ ଆଖାପାଖରେ କିଛି ପରିବର୍ତ୍ତନ ମଧ୍ୟ ହୋଇପାରେ ।

ସିଂହ ରାଶି :

ସିଂହ ରାଶିର ବ୍ୟକ୍ତି ମା ଲକ୍ଷ୍ମୀଙ୍କର ପ୍ରିୟ ଅଟନ୍ତି । ଏହି ରାଶିର ବ୍ୟକ୍ତିଙ୍କୁ ଜୀବନରେ ସଚ୍ଚୋଟ ପ୍ରେମ ମିଳିବାର ଯୋଗ ରହିଛି । ଘରେ ଖୁସିର ମାହୋଲ ରହିବ । କୌଣସି କାମ କରିବା ପୂର୍ବରୁ ବୁଝି ବିଚାରି କାମ କରନ୍ତୁ । ସମସ୍ତ ବିଗିଡିଯାଇଥିବା କାମ ମଧ୍ୟ ପୁରା ହେବ । ପୁରୁଣା ରୋଗରୁ ଉପଶମ ମିଲିବ । ଚାକିରି କରିଥିବା ବ୍ୟକ୍ତିଙ୍କର ଆର୍ଥିକ ଲାଭ ହେବ । ଧନ ସମ୍ପତ୍ତି ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ମୀନ ରାଶି :

ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ବେଶ୍ ଶୁଭ । ନୂଆ କାମରେ ଏମାନେ ଉନ୍ନତି କରିବେ । ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅସୀମ କୃପା ରହିବ । ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କର ଧନରେ କୌଣସି ଅଭାବ ରହିବନାହିଁ । ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ରହିବନାହିଁ । ଏମାନଙ୍କ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ରହିବ । ଏମାନେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଧ୍ୟାନର ସହକାରେ କରନ୍ତୁ ।

   Related Posts