Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

କେରଳର ଭୟଙ୍କର ବନ୍ୟାରେ ଫସିଛନ୍ତି ଶହ ଶହ ଓଡିଆ

20/08/2018 at 4:58 AM

କେରଳ ୨୦/୮ : କେରଳର ଭୟଙ୍କର ବନ୍ୟାରେ ଫସିଛନ୍ତି ଶହ ଶହ ଓଡିଆ । ବନ୍ୟାଘେରରେ ଥିବା ଓଡିଆଙ୍କ ପାଖରେ ଅନେକ ଜାଗାରେ ପ୍ରଶାସନ ପହଁଚିଥିବାବେଳେ ଅନେକଙ୍କ ପାଖରେ ପହଁଚି ପାରିନି ପ୍ରଶାସନର ସହାୟତା । ଏବେ ବି ଅନେକ ଓଡିଆ ଜଳବନ୍ଦୀରେ ଥାଇ ସହାୟତାକୁ ଅପେକ୍ଷା କରିଛନ୍ତି । କେରଳ ବନ୍ୟା ପୀଡିତ ମାନେ ସରକାରଙ୍କ ସହାୟତା ଲୋଡିଥିଲେ । ଉଦ୍ଧାର ଲାଗି ଓଡିଶା ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି । ଓଡିଶାର ସ୍ବତନ୍ତ୍ର ଟିମ୍ କେରଳ ବନ୍ୟାଞ୍ଚଳ ଉଦ୍ଧାର ଓ ରିଲିଫ କାମରେ ଲାଗିଛନ୍ତି । ଏହା ସହ ଫସିରହିଥିବା ଓଡିଆଙ୍କୁ ଉଦ୍ଧାର ଲାଗି କେରଳ ସରକାରଙ୍କୁ ଚିଠି ଲେଖିଛନ୍ତି ଓଡିଶା ସରକାର।

   Related Posts