ଭୋଗ ଖାଇ ଶତାଧିକ ଅସୁସ୍ଥ
30/06/2018 at 7:43 AM

ରାଜଗାଙ୍ଗପୁର ଲିପଲୋଈ ଅଂଚଳରେ ଝାଡା ବାନ୍ତିରେ ଶତାଧିକ ଅସୁସ୍ଥ | ସ୍ନାନ ପୁର୍ଣିମାରେ ଭୋଗ ଖାଇ ଅସୁସ୍ଥ ହୋଇଥିବା ସୂଚନା ମିଳିଛି | ଆକ୍ରାନ୍ତଙ୍କୁ ରାଉରକେଲା ଓ ରାଜଗାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି |
Related Posts
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021