ଏହି ରାଶିର ବ୍ୟକ୍ତିଙ୍କୁ ପ୍ରେମ କରୁଛନ୍ତି କି? ରୁହନ୍ତୁ ସତର୍କ, ଦେଇ ପାରନ୍ତି ଧୋକା !

Published By : Prameya-News7 Bureau | March 11, 2019 IST

wp:heading {"level":5}
ଆଜିକାଲି ପ୍ରେମ ଓ ପ୍ରେମରେ ପ୍ରତାରଣା ଏକ ସାଧାରଣ କଥା। ଆଜିକାଲିର ଯୁବ ପିଢୀରେ ପ୍ରେମରେ ବ୍ରେକ୍‌ଅପ ଓ ପ୍ୟାଚଅପ୍‌ ହେବା ପ୍ରତ୍ୟେକ ଦିନର ଘଟଣା। ପ୍ରକୃତରେ  ନିଚ୍ଛକ ଭଲ ପାଇବା ଆଜିକାଲି ବହୁତ କମ ଦେଖିବାକୁ ମିଳେ। ପ୍ରେମରେ କେବଳ ଯେ ଜଣେ ଝିଅ ଧୋକା ଖାଏ ଏହା ସତ ନୁହଁ। ପୁଅମାନେ ମଧ୍ୟ ପ୍ରେମରେ ହାରନ୍ତି। ସାଧାରଣତଃ ଭଲ ଜୀବନସାଥିଟିଏ ପାଇବା ଖୁବ୍‌ କଷ୍ଟକର। ତେବେ ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଯଦି ଆପଣ ପ୍ରେମ କରୁଥାନ୍ତି ତାହେଲେ ଟିକେ ସତର୍କ ରହନ୍ତୁ । କାରଣ ଏହି ରାଶିରେ ଜନ୍ମିତ ବ୍ୟକ୍ତି ଧୋକା ଦେବାରେ ଓସ୍ତାଦ ହୋଇଥାନ୍ତି । ଜାଣନ୍ତୁ କେଉଁ କେଉଁ ରାଶି ଧୋକାଦେଇପାରନ୍ତି ଓ  ପ୍ରେମକୁ ନେଇ କଣ ରହିଥାଏ ସେମାନଙ୍କ ଆଭିମୁଖ୍ୟ ।   
/wp:heading {"id":92487,"width":546,"height":546}
wp:heading {"level":5}
ମେଷ ରାଶି: ଏହି ରାଶିର ଲୋକେ ପ୍ରେମ ବ୍ୟାପାରରେ ବିଶ୍ୱସ୍ତ ନଥାନ୍ତି। ଏହି ରାଶିର ଲୋକେ ନିଜ ଜୀବନସାଥିଙ୍କ ପ୍ରତି ସଚ୍ଚୋଟ ରୁହନ୍ତି ନାହିଁ। ମେଷ ରାଶି ଲୋକେ ଅନେକ ଲୋକଙ୍କ ସହ ରିଲେସନଶିପରେ ରହନ୍ତି। କିନ୍ତୁ ଏହା ଜରୁରୀ ନୁହଁ ଯେ, ପ୍ରତ୍ୟେକ ଲୋକଙ୍କ ସହ ଏକା ଭାବନା ଥିବ।  
/wp:heading {"id":92488,"width":574,"height":574}
wp:heading {"level":5}
ମିଥୁନ ରାଶି: ପ୍ରେମରେ ମିଥୁନ ରାଶି ଲୋକଙ୍କୁ ମଧ୍ୟ ବିଶ୍ୱାସ କରିହେବ ନାହିଁ। ପ୍ରେମରେ ଥାଇ ସବୁ ଦାୟିତ୍ୱ ସହ କାମ କରନ୍ତି ସତ କିନ୍ତୁ ମନରେ କିଛି ନା କିଛି ଅନ୍ୟ ଭାବନା ଥାଏ।   
/wp:heading {"id":92489,"width":558,"height":558}
wp:heading {"level":5}
ସିଂହ ରାଶି: ଏହି ରାଶିରେ ଜାତ ବ୍ୟକ୍ତି ନିଜ ଭିତରେ ଅନେକ ରହସ୍ୟ ଲୁଚାଇ ରଖିଥାନ୍ତି। ସିଂହ ରାଶି ଲୋକଙ୍କ ଜୀବନରେ ଅନେକ ଜଣ ଆସନ୍ତି ଓ ଅନେକ ଜଣ ଛାଡିଯାଆନ୍ତି। ଏହି ରାଶିର ଲୋକେ ଶେଷ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ଜୀବନସାଥି ଖୋଜିବଲୁଥାନ୍ତି।
/wp:heading {"id":92490,"width":601,"height":368}
wp:heading {"level":5}
ଧନୁ ରାଶି: ଏହି ରାଶିରେ ଜନ୍ମିତ ବ୍ୟକ୍ତି ପ୍ରେମ ପ୍ରସଂଗରେ ବିଶ୍ୱାସନୀୟ ନୁହନ୍ତି ।ନ୍ତି। ସାଧାରଣତଃ ଏହି ରାଶିର ଲୋକେ ନିଜ ଜୀବନସାଥିଙ୍କୁ ଧୋକା ଦିଅନ୍ତି। କାରଣ ଏହି ଲୋକମାନେ ଗୋଟେ ସଂପର୍କରେ ବନ୍ଧା ହୋଇ ରହିବା ପସନ୍ଦ କରନ୍ତି ନାହିଁ।   
/wp:heading {"id":92491,"width":566,"height":566}
wp:heading {"level":5}
ମୀନ ରାଶି : ଏହି ରାଶିର ଲୋକେ ପ୍ରେମ ସଂପର୍କକୁ ନେଇ ସର୍ବଦା ଦ୍ୱନ୍ଦ୍ବରେ ପଡନ୍ତି। ସହଜରେ ଠିକ୍‌ ନିଷ୍ପତ୍ତି ନେଇ ପାରନ୍ତି ନାହିଁ। ଏହି ରାଶିର ଲୋକେ ଅଧିକାଂଶ ସମୟ ଗୋଟେ ସଂପର୍କକୁ ସମ୍ଭାଳି ପାରନ୍ତି ନାହିଁ।   
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.