ସୋର ଡାକ୍ତରଖାନାରେ ମିଳୁନି କୁକୁର କାମୁଡା ଇଞ୍ଜେକସନ: ମୁଖ୍ୟ ଫାଟକ ବନ୍ଦ କଲେ ଉତ୍ତ୍ୟକ୍ତଲୋକ
21/10/2019 at 3:35 PM

ସୋର ୨୧|୧୦: ସୋର ଡାକ୍ତରଖାନାରେ କୁକୁର କାମୁଡା ଇଂଜେକ୍ସନ ମିଳୁନି । ପ୍ରତିବାଦରେ ଡାକ୍ତରଖାନା ସମ୍ମୁଖରେ ରୋଗୀ ଓ ରୋଗୀ ସହାୟକମାନେ ହୋହଲ୍ଲା କରିଥିଲେ । ମୁଖ୍ୟ ଫାଟକରେ ଦଉଡି ବାନ୍ଧି ବନ୍ଦ କରି ଦେଇଥିଲେ।

ସୋର ଡାକ୍ତରଖାନାରେ ଗତ ଦୁଇ ମାସ ଧରି କୁକୁର କାମୁଡା ଇଂଜେକ୍ସନ ମିଳୁନି। ଗତ ଦୁଇ ସପ୍ତାହ ଧରି ରୋଗୀଙ୍କୁ କୁକୁର କାମୁଡା ଇଂଜେକ୍ସନ ସମସ୍ୟା ଲାଗି ରହିଥିଲା । ଯାହା ଫଳରେ ରୋଗୀ ଓ ରୋଗୀ ସହାୟକମାନେ ଆଜି ସକାଳେ ଡାକ୍ତରଖାନା ଫାଟକରେ ତାଲା ପକାଇଥିଲେ ।
Related Posts
ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
28 January 2021