Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ସୋର ଡାକ୍ତରଖାନାରେ ମିଳୁନି କୁକୁର କାମୁଡା ଇଞ୍ଜେକସନ: ମୁଖ୍ୟ ଫାଟକ ବନ୍ଦ କଲେ ଉତ୍ତ୍ୟକ୍ତଲୋକ

21/10/2019 at 3:35 PM

ସୋର ୨୧|୧୦: ସୋର ଡାକ୍ତରଖାନାରେ କୁକୁର କାମୁଡା ଇଂଜେକ୍ସନ ମିଳୁନି । ପ୍ରତିବାଦରେ ଡାକ୍ତରଖାନା ସମ୍ମୁଖରେ ରୋଗୀ ଓ ରୋଗୀ ସହାୟକମାନେ ହୋହଲ୍ଲା କରିଥିଲେ । ମୁଖ୍ୟ ଫାଟକରେ ଦଉଡି ବାନ୍ଧି ବନ୍ଦ କରି ଦେଇଥିଲେ। 

ସୋର ଡାକ୍ତରଖାନାରେ ଗତ ଦୁଇ ମାସ ଧରି କୁକୁର କାମୁଡା ଇଂଜେକ୍ସନ ମିଳୁନି। ଗତ ଦୁଇ ସପ୍ତାହ ଧରି ରୋଗୀଙ୍କୁ କୁକୁର କାମୁଡା ଇଂଜେକ୍ସନ ସମସ୍ୟା ଲାଗି ରହିଥିଲା । ଯାହା ଫଳରେ ରୋଗୀ ଓ ରୋଗୀ ସହାୟକମାନେ ଆଜି ସକାଳେ ଡାକ୍ତରଖାନା ଫାଟକରେ ତାଲା ପକାଇଥିଲେ ।

   Related Posts