Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଏହି ଦେଶରେ ରଖିପାରିବେ ନାହିଁ ଗର୍ଲଫ୍ରେଣ୍ଡ , ସମ୍ପର୍କ ରଖିଲେ ହୋଇପାରେ ଜେଲ !

28/11/2021 at 2:40 PM

ନୂଆଦିଲ୍ଳୀ ୨୮।୧୧ : ଦୁନିଆର ଅନେକ ଦେଶରେ ବିଭିନ୍ନ ପ୍ରକାରର  ବିଚିତ୍ର ଆଇନର ବ୍ୟବସ୍ଥା ରହିଛି । ଯେଉଁ ଦେଶର କାନୁନ ଅତି ଆଶ୍ଚର୍ଯ୍ୟକର ହୋଇଥାଏ ।ଯାହା ତୁମକୁ ମାନିବାକୁ ପଡିଥାଏ । ଅନେକ ନିୟମ ଭିତରେ ଏହି ନିୟମ ସବୁଠାରୁ ବିଚିତ୍ର ଧରଣର । ସେହିଭଳି ଅନେକ ଦେଶରେ ଗର୍ଲଫ୍ରେଣ୍ଡକୁ ନେଇ ମଧ୍ୟ କଡା ଆଇନ୍‌ କାନୁନ ରହିଛି ।

ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏକ ଏମିତି କାନୁନ ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ ପାକିସ୍ତାନରେ ମଧ୍ୟ ଏହି ନିୟମ ରହିଛି । ସେଠାରେ କେହି ଯୁବକ ଗର୍ଲଫ୍ରେଣ୍ଡ ରଖିପାରିବେ ନାହିଁ । ଯଦି କେହି ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଧରାପଡ଼େ ତେବେ ତାକୁ ସିଧା ସଳଖ ଜେଲରେ ପୁରାଇ ଦିଆଯାଏ । ପାକିସ୍ତାନରେ କୌଣସି ଯୁବକ କୌଣସି ଯୁବତୀଙ୍କ ସହ ସାଧାରଣରେ ବନ୍ଧୁତା ମଧ୍ୟ କରିନଥାନ୍ତି । ପାକିସ୍ତାନରେ ଏହାକୁ ନେଇ ବହୁତ କଠୋର ଆଇନ ରହିଛି ଯେ ଯୁବକ ଯୁବତୀ ବିବାହ ପୂର୍ବରୁ ଏକାଠି ରହିପାରିବେ ନାହିଁ ।

ୟୁଏଇରେ ମଧ୍ୟ ଗର୍ଲଫ୍ରେଣ୍ଡକୁ ନେଇ ଅଜବ ଆଇନ ରହିଛି । ଏଠାରେ କେହି ସାଧାରଣରେ ଗଲଫ୍ରେଣ୍ଡଙ୍କ ହାତକୁ ଧରିପାରିବେ ନାହିଁ । ଏମିତିକି ଯଦି କେହି ବ୍ୟକ୍ତି ସାଧାରଣ ସ୍ଥାନରେ ଗଲଫ୍ରେଣ୍ଡ ସହ ଦେଖାଯାଏ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଏ । ଏଠାରେ କିସ୍ କରିବାକୁ ମଧ୍ୟ ବାରଣ କରାଯାଇଛି । ପଡୋଶୀ ଦେଶ ଚାଇନାରେ ଅବିବାହିତ ପୁଅମାନଙ୍କୁ ବୟଫ୍ରେଣ୍ଡ ଭାବରେ ଭଡ଼ାରେ ନେଇଥା’ନ୍ତି। କିନ୍ତୁ ଚାଇନାରେ ଗୋଟିଏ ନିୟମ ଅନୁଯାୟୀ, ନିଜ ପସନ୍ଦର ଝିଅକୁ ନେବା ପରେ ମଧ୍ୟ ଲୋକମାନେ ତାଙ୍କ ବିନା ଅନୁମତିରେ ତାଙ୍କ ହାତ ଧରି ପାରିବେ ନାହିଁ । ଯେପର୍ଯ୍ୟନ୍ତ ଝିଅଟି ତାଙ୍କୁ ଅନୁମତି ନ ଦିଏ, ତୁମେ ତାଙ୍କୁ ଛୁଇଁ ପାରିବ ନାହିଁ ।

   Related Posts