Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନିଦ ହଜାଇ ଦେଇଛି ପାଗଳ ଷଣ୍ଢ : ଯାହାକୁ ପାରିଲା ତାକୁ ଭୁଷିଲା

23/04/2020 at 2:31 PM

ନିଆଳି ୨୩।୦୪: କଟକ ଜିଲ୍ଲା ନିଆଳି ଥାନା ଷଢାଶଂ ପଞ୍ଚାୟତ ଅଞ୍ଚଳରେ ପାଗଳ ଷଣ୍ଢର ଉତ୍ପାତ । କଣ୍ଟିଶାଳ, ଗୁନ୍ତର ଗାଁ ଓ ଆଖପାଖ ଅଞ୍ଚଳରେ ଲୋକଙ୍କ ଆଖିରୁ ନିଦ ହଜାଇ ସାରିଲାଣି ପାଗଳ ଷଣ୍ଢ।  । କଣ୍ଟିଶାଳରେ ପାଞ୍ଚ ଜଣ ଲୋକଙ୍କୁ ଆକ୍ରମଣ କରିସାରିଲାଣି। ପୁଣି ଏବେ ସକାଳୁ ଜଣଙ୍କୁ  ଷଣ୍ଢ ଆକ୍ରମଣ କରିଛି।  ଗୁରୁତ୍ବର ବ୍ୟକ୍ତିଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି। 

ପାଗଳ ଷଣ୍ଢ ଦୋରାତ୍ମରେ ଲୋକମାନେ ପଦାକୁ ଆସିବା ଏକରକ ବନ୍ଦ କରିସାରିଲାଣି। କେବଳ ମଣିଷ ନୁହେଁ ଗୃହପାଳିତ ପଶୁଙ୍କୁ ମଧ୍ୟ ଆକ୍ରମଣ କରୁଛି ଏହି ଷଣ୍ଢ । ଦେଖନ୍ତୁ ଛେଳିକୁକିଭଳି ଟେକି କି ଫିଙ୍ଗିଛୁ । ଛେଳିକୁ ଉଦ୍ଧାର ପାଇଁ ଷଣ୍ଢ ପଛରେ ଜଣେ ଲୋକ ବି ପଛରୁ ଠେଙ୍ଗାରେ ପିଟୁଛନ୍ତି ।

ନିଆଳି ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପାଗଳ ଷଣ୍ଢକୁ କାବୁ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହେଲେ ବହୁ ଚେଷ୍ଟା  ପରେ ଷଣ୍ଢକୁ ଆୟତ କରିବାରେ ବିଫଳ ହୋଇଛନ୍ତି ବନ କର୍ମଚାରୀ । ଫଳରେ କଣ୍ଟିଶାଳ ଗାଁରେ ପୋଲିସ ପ୍ରଶାସନ ସହ ନନ୍ଦନକାନନ ଟ୍ରାଙ୍କଲାଇଜାର ଟିମ ପହଞ୍ଚିଛନ୍ତି ।

   Related Posts