କୁମାରୀଙ୍କ ନିଆରା ପ୍ରୟାସ: ଲୋକଙ୍କୁ ଅଟକାଇ ମାଗୁଛନ୍ତି ଟଙ୍କା, ନଥିଲେ କହୁଛନ୍ତି କର ଡିଜିଟାଲ ପେମେଣ୍ଟ

Published By : Prameya-News7 Bureau | October 06, 2021 IST

ପଟ୍ଟାମୁଣ୍ଡାଇ ୦୬/୧୦: ଆଗକୁ କୁମାର ପୂର୍ଣ୍ଣିମା । କୁମାରୀ ମାନଙ୍କ ଉତ୍ସବ ତେବେ କୁମାରୀ ମାନେ ଓଷା କରିବେ ଓଷା ପାଇଁ ଗାଁ ଗହଳିରେ ଆଇମ୍ଭ ହେଲାଣି ସଜବାଜ । ତେବେ କେନ୍ଦ୍ରାପଡା ର ବିଭିନ୍ନ ଅଞ୍ଚଳରେ ଏବେ କୁମାରୀ ମାନେ ରଶି ବାନ୍ଧି ରାସ୍ତା ଅଟକାଇ ଚାନ୍ଦା ଆଦାୟ କରୁଛନ୍ତି । ସବୁଠାରୁ ବଡ଼କଥା ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ ଏବେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ମଧ୍ୟ ଚାନ୍ଦା ଆଦାୟ କରାଗଲାଣି ।

wp:gallery {"ids":[522984],"linkTo":"none"} /wp:gallery

ଆପଣଙ୍କ ପାଖରେ ଯଦି ପଇସା ନାହିଁ ତେବେ ଗୁଗଲ ପେ ଫୋନ ପେ ବା ପେ ଟିଏମ ମାଧ୍ୟମରେ ଆପଣ ଚାନ୍ଦା ଦେଇପାରିବେ । ଏଭଳି ଚାନ୍ଦା ମାଗିବାର ତରିକା ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ ଗାଁ ମୁଣ୍ଡରେ କୁମାରୀ ମାନେ ବସି ଦୌଡି ବାନ୍ଧି ଆପଣଙ୍କୁ ଅଟକାଇବେ ଆଉ ଯଦି ପାଖରେ ଟଙ୍କା ନାହିଁ ତେବେ ଆପଣ ଏହି ସବୁ ମାଧ୍ୟମରେ ଟଙ୍କା ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.