Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅଷ୍ଟମୀ ପାଇଁ ପୀଠ ଚଳ ଚଞ୍ଚଳ, ଐତିହାସିକ କନକଦୂର୍ଗା ମନ୍ଦିରରେ ଭକ୍ତଙ୍କ ଗହଳି

12/10/2021 at 4:47 PM

ନୀଳଗିରି, ୧୨/୧୦: ଆଜି ପୀଠରେ ମାହାଷ୍ଟମୀ ନୀତି ପୂଜା ଆରମ୍ଭ ହୋଇଛି। ଏନେଇ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଥିବା ସମସ୍ତ ମାତୃପୀଠ ଚଳଚଞ୍ଚଳ ହୋଇଉଠିଛି । ନୀଳଗିରି ରାଜବାଟି ପରିସରରେ ଥିବା ଐତିହାସିକ ପୀଠ ମା’ କନକଦୁର୍ଗାଙ୍କ ମନ୍ଦିରରେ ଭକ୍ତମାନେ ଆସି ପୂଜାର୍ଚ୍ଚନା କରିଛନ୍ତି । ଚଳିତବର୍ଷ କୋଭିଡ କଟକଣା କୋହଳ ନେଇ ପୀଠରେ ଗହଳି ଜମିଛି । ବ୍ରତୀମାନେ ପୂଜା କରିବା ସହ ଡଲା ଭୋଗ ଲଗାଇ ପୂଜାକରି ଦେବୀମା’ଙ୍କ ଆଶିଷ କାମନା କରିଛନ୍ତି ।

   Related Posts