କାଜୁବାଦାମଠାରୁ ମଧ୍ୟ ଅଧିକ ଲାଭଦାୟକ ଏହି ଜିନିଷ: ଶୀତଦିନେ ଖାଇଲେ ହୋଇଥାଏ ବଳ : ଜାଣନ୍ତୁ କ’ଣ

Published By : Prameya-News7 Bureau | December 11, 2018 IST

ଶୀତଦିନେ ଚିନାବାଦାମ ଖାଇବା ଆପଣଙ୍କ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକହୋଇଥାଏ। ଚିନାବାଦାମକୁ ଶସ୍ତା ବାଦାମ ମଧ୍ୟ କୁହାଯାଇଥାଏ। ଚିନାବାଦାମ ସୁଆଦିଆ ହେବା ସହ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଚିନାବାଦାମରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ବ ଆମ ଶରୀରପାଇଁ ହିତକର ହୋଇଥାଏ। ଏଥିରେ ଭିଟାମିନ୍,ମିନେରାଲ୍ସ,ନ୍ୟୁଟ୍ରିସନ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ।

wp:gallery {"ids":[62802]} /wp:gallery

 ଚିନାବାଦାମ ଶରୀରକୁସୁସ୍ଥ ରଖିବା ସହ ଶକ୍ତି ପ୍ରଦାନ କରିଥାଏ। ଏହା ଛୋଟପିଲାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏକାରଣ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଥାଏ। ଚିନାବାଦାମ ଖାଇବା ଦ୍ବାରା କୋଷ୍ଠକାଠିନ୍ୟସମସ୍ୟା ଦୂର ହୋଇଥାଏ। ଗର୍ଭାବସ୍ଥା ସମୟରେ ଚିନାବାଦାମ ଖାଇବା ଜରୁରୀ। ତ୍ବଚା ପାଇଁ ମଧ୍ୟ ଚିନାବାଦାମଭଲ କାମ କରିଥାଏ। ଅନେକ ଲୋକ ଚିନାବାଦାମ ପ୍ୟାକ୍ ପ୍ରସ୍ତୁତ କରି ଲଗାନ୍ତି। ହୃଦରୋଗୀମାନେ ଚିନାବାଦାମଖାଇବା ନିତାନ୍ତ ଆବଶ୍ୟକ। ଏହା ବୟସାଧିକ୍ୟକୁ ମଧ୍ୟ କମ୍ କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁରପରିମାଣରେ ଥିବାରୁ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ଏଥିରେ ସୁଗାରର ମାତ୍ରା ନିୟନ୍ତ୍ରିତହୋଇଥାଏ।

wp:gallery {"ids":[62803]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.