Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କାଜୁବାଦାମଠାରୁ ମଧ୍ୟ ଅଧିକ ଲାଭଦାୟକ ଏହି ଜିନିଷ: ଶୀତଦିନେ ଖାଇଲେ ହୋଇଥାଏ ବଳ : ଜାଣନ୍ତୁ କ’ଣ

11/12/2018 at 12:01 PM

ଶୀତଦିନେ ଚିନାବାଦାମ ଖାଇବା ଆପଣଙ୍କ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକହୋଇଥାଏ। ଚିନାବାଦାମକୁ ଶସ୍ତା ବାଦାମ ମଧ୍ୟ କୁହାଯାଇଥାଏ। ଚିନାବାଦାମ ସୁଆଦିଆ ହେବା ସହ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଚିନାବାଦାମରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ବ ଆମ ଶରୀରପାଇଁ ହିତକର ହୋଇଥାଏ। ଏଥିରେ ଭିଟାମିନ୍,ମିନେରାଲ୍ସ,ନ୍ୟୁଟ୍ରିସନ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ।

 ଚିନାବାଦାମ ଶରୀରକୁସୁସ୍ଥ ରଖିବା ସହ ଶକ୍ତି ପ୍ରଦାନ କରିଥାଏ। ଏହା ଛୋଟପିଲାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏକାରଣ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଥାଏ। ଚିନାବାଦାମ ଖାଇବା ଦ୍ବାରା କୋଷ୍ଠକାଠିନ୍ୟସମସ୍ୟା ଦୂର ହୋଇଥାଏ। ଗର୍ଭାବସ୍ଥା ସମୟରେ ଚିନାବାଦାମ ଖାଇବା ଜରୁରୀ। ତ୍ବଚା ପାଇଁ ମଧ୍ୟ ଚିନାବାଦାମଭଲ କାମ କରିଥାଏ। ଅନେକ ଲୋକ ଚିନାବାଦାମ ପ୍ୟାକ୍ ପ୍ରସ୍ତୁତ କରି ଲଗାନ୍ତି। ହୃଦରୋଗୀମାନେ ଚିନାବାଦାମଖାଇବା ନିତାନ୍ତ ଆବଶ୍ୟକ। ଏହା ବୟସାଧିକ୍ୟକୁ ମଧ୍ୟ କମ୍ କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁରପରିମାଣରେ ଥିବାରୁ ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ଏଥିରେ ସୁଗାରର ମାତ୍ରା ନିୟନ୍ତ୍ରିତହୋଇଥାଏ।

   Related Posts