Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଯାଜପୁର କୋରେଇ ନିର୍ବାଚନମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

29/04/2019 at 2:02 PM

ଯାଜପୁର ୨୯/୪ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଯାଜପୁର ସଂସଦୀୟ କ୍ଷେତ୍ରର ୭ ବିଧାନସଭା ଆସନରେ ମତ ଗ୍ରହଣ କରାଯାଉଛି | କୋରେଇ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଛି ।

ଇଭିଏମରେ ସାମାନ୍ୟ ଯାନ୍ତ୍ରୀକ ତ୍ରୁଟିକୁ ଛାଡିଦେଲେ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳା ସହିତ ଭୋଟ ସଂଗ୍ରହ ଚାଲିଛି । କୋରେଇ କଂଗ୍ରେସ ପ୍ରାର୍ଥୀନୀ ବନ୍ଦିତା ପରିଡା ବ୍ୟାସନଗର ପୈାରାଚଂଳର ୯୯ ନମ୍ବର ବୁଥ (ନଟପଡା ସ୍କୁଲରେ) ନିଜ ମତ ସାବ୍ୟସ୍ତ କରିଛନ୍ତି । ସେହିପରି ପୁର୍ବତନ ଅର୍ଥମନ୍ତ୍ରୀ ଡ.ପ୍ରଫୁଲ ଚନ୍ଦ୍ର ଘଡାଇ ମଧ୍ୟ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ଦାନଗଦୀ ସ୍ଥିତ ବୁଦ୍ଧଦେବ ପୀଠରେ ନିଜର ମତ ଅଧିକାର ସାବ୍ୟସ୍ତ କରିଛନ୍ତି ।

ଅନ୍ୟପଟେ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଏସ୍ପି ଟିକେଟ୍ ପାଇ ବିଧାୟକ ପ୍ରାର୍ଥୀ ହୋଇଥିବା କାଜଲ ଓ ତାଙ୍କ ସାଥି ମାନଙ୍କ ସହ ଆଲୋଚନା କରିଛନ୍ତି ଆମ ରିପୋର୍ଟର ବିଶ୍ୱଜିତ କର । ପ୍ରଥମ ଥର ପାଇଁ ସେମାନଙ୍କୁ ଭୋଟ ଦେବାକୁ ସୁଯୋଗ ମିଳିଥିବାରୁ ସେମାନେ ଉତ୍ସାହିତ ଅଛନ୍ତି ।

   Related Posts