ସୁସ୍ଥ ଅଛନ୍ତି ପିସିସି ସଭାପତି: ମେଦାନ୍ତରେ ଚାଲିଛି ଚିକିତ୍ସା, ସୂଚନା ଦେଲେ ସାଂସଦ ଓ ପୁଅ ନବଜ୍ୟୋତି

Published By : Prameya-News7 Bureau | April 16, 2021 IST

ଭୁବନେଶ୍ୱର ୧୬/୪: ଠିକ୍ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା । ଟ୍ୱିଟ କରି ସୂଚନା ଦେଇଛନ୍ତି ସାଂସଦ ସପ୍ତଗିରି ଉଳାକା । ସେ କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଠିକ୍ ଅଛି, ସେ ରୁଟିନ ଚେକଅପ୍ ପାଇଁ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି ।

wp:gallery {"ids":[439106],"linkTo":"none"} /wp:gallery

ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରଞ୍ଜନ ସୁସ୍ଥ ଥିବା ନେଇ ଜଣାଇଛନ୍ତି । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୁଅ କହିଛନ୍ତି । ହୃଦ ଜନିତ ରୋଗରେ ପୀଡ଼ିତ ହୋଇ ସେ ଅସୁସ୍ଥ ହୋଇପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.