ପରିବର୍ତ୍ତନ ସଂକଳ୍ପ ସଭାରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ

Published By : Prameya-News7 Bureau | April 19, 2019 IST

କେନ୍ଦୁଝର ୧୯|୪: ନିର୍ବାଚନୀ ପ୍ରଚାରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପରିବର୍ତ୍ତନ ସଂକଳ୍ପ ସଭାରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନିରଞ୍ଜନ ।

କେନ୍ଦୁଝର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ ଓ ପାଟଣା ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାୟକଙ୍କ ପାଇଁ ପ୍ରଚାର କରିବା ସହିତ ଭୋଟ୍ ଭିକ୍ଷା କରିଛନ୍ତି । ଲୋକଙ୍କୁ ଦୀର୍ଘ ଦିନ ହେବ ଠକି ଆସୁଛନ୍ତି ବିଜେପି ଓ ବିଜେଡି । କଂଗ୍ରେସ ସରକାର ଆସିଲେ ରାଜ୍ୟର ପରିବର୍ତ୍ତନ ହେବ ବୋଲି କହିଛନ୍ତି ନିରଞ୍ଜନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.