Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : ଶିକାରୀ ଆଡ୍ଡାରେ ବନବିଭାଗର ଅତର୍କିତ ଚଢାଉ, ୪ ଗିରଫ
  • ||
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||

ପିସିସି ସଭାପତିଙ୍କୁ ୫ ଶହ ଟଙ୍କା ଫାଇନ୍: ବିକ୍ଷୋଭ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ କରିଥିଲେ

26/06/2020 at 12:37 PM

ଭୁବନେଶ୍ବର୨୬/୬: ପିସିସି ସଭାପତିଙ୍କୁ ୫ ଶହ ଟଙ୍କା ଫାଇନ୍। ମାଷ୍ଟର କ୍ୟାଣ୍ଟିନ୍‌ରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ କରି ପିସିସି ସଭାପତି ୫ ଶହ ଟଙ୍କା ଜରିମାନା ଦେଇଛନ୍ତି। ରାଜ୍ୟ କଂଗ୍ରେସରେ ବର୍ତ୍ତମାନ କନ୍ଦଳ ଚାଲିଛି। କିଛିଦିନ ତଳେ କଂଗ୍ରେସ ବାସ ଭବନରେ ରାଜ୍ୟ ଯୁବକ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମାଜିକ ଦୂରତା ନିୟମ ଉଲଂଘନ କରି ୫ ଶହ ଟଙ୍କା ତଣ୍ଡ ଗଣିଛନ୍ତି। ଏହା ପୂର୍ବରୁ ମଧ୍ୟ ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମାଜିକ ଦୂରତା ନିୟମ ଉଲଂଘନ କରି ୧୦୦ ଟଙ୍କା ଫାଇନ୍ ଦେଇଥିଲେ। କୋଭିଡ୍ କଟକଣା ଭିତରେ ନେତା, ଅଭିନେତା ଏବଂ ସାଧାରଣ ଜନତା କେହି ବାଦ ପଡି ନାହାଁନ୍ତି। ଯେଉଁମାନେ କୋଭିଡ-୧୯ ନିୟମ ଉଲଂଘନ କରିଛନ୍ତି, ସେମାନେ ଫାଇନ୍ ଦେଇଛନ୍ତି।  

   Related Posts