ଡିସେମ୍ବର ୧୫ ତାରିଖ ସୁଦ୍ଧା ଜିଲ୍ଲା ଜୋନ୍ କମିଟି ଗଠନ କରିବ କଂଗ୍ରେସ

Published By : Prameya-News7 Bureau | November 15, 2018 IST

ଭୁବନେଶ୍ବର ୧୫|୧୧: ୨୦୧୯ ସାଧାରଣ ନିର୍ବାଚନ ପୁର୍ବରୁ ଦଳକୁ ଅଧିକ ମଜବୁତ କରିବ ରାଜ୍ୟ କଂଗ୍ରେସ। ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଂଗଠନିକ ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି, ବିଭିନ୍ନି ଛାମୁଆ କମିଟିର ମୁଖିଆମାନଙ୍କ ସହ  ଆଲୋଚନା କରିଛନ୍ତି ପିସିସି ମୁଖିଆ। ସାଂଗଠନିକ  ଅଗ୍ରଗତି, ମୋ ବୁ୍‌ଥ ମୋ ଗୌରବ ​‌​‌ପ୍ରୋଜେକ୍ଟ ଶକ୍ତି ଉପରେ ଆଲୋଚନା କରାଯାଇଛି।  ଏହା ସହ  ଡିସେମ୍ବର ୧୫ ତାରିଖ ସୁଦ୍ଧା ଜିଲ୍ଲା ଜୋନ କମିଟି ଗଠନ କରିଯିବାକୁ  ସ୍ଥିର  କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.