କଂଗ୍ରେସର ଆଗୁଆ ଟିକେଟ୍ ଘୋଷଣା ପ୍ରସଙ୍ଗ ; ଖୁବ୍ ଶୀଘ୍ର ନିଷ୍ପତି ନିଆଯିବ କହିଲେ ନିରଞ୍ଜନ

Published By : Prameya-News7 Bureau | December 04, 2018 IST

ନୂଆଦିଲ୍ଲୀ ୦୪|୧୨: କଂଗ୍ରେସର ଆଗୁଆ ଟିକେଟ୍ ଘୋଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରଦେଶ ନିର୍ବାଚନ କମିଟି ୪୪ ଜଣକ ନାମ ସୁପାରିଶ କରି ଦିଲ୍ଲୀ ପଠାଇବାର ଦେଢ ମାସ ବିତିଯାଇଥିଲେ ବି ଘୋଷଣା ହୋଇପାରୁନି କଂଗ୍ରେସ ଟିକେଟ୍। ୫ ଟି ରାଜ୍ୟର ନିର୍ବାଚନକୁ ନେଇ ଏଆଇସିସିର ବ୍ୟସ୍ତତା କାରଣରୁ ଘୋଷଣା ହୋଇପାରି ନାହିଁ ଟିକେଟ୍। ତେବେ ଖୁବ୍ ଶୀଘ୍ର ନିର୍ବାଚନ ପରେ ଏହାର ନିଷ୍ପତି ନିଆଯିବ। ସାଧରଣ ନିର୍ବାଚନକୁ ନେଇ କଂଗ୍ରେସ ପୁରା ପ୍ରସ୍ତୁତ ରହିଛି ବୋଲି ନିରଞ୍ଜନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.