Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କଂଗ୍ରେସର ଆଗୁଆ ଟିକେଟ୍ ଘୋଷଣା ପ୍ରସଙ୍ଗ ; ଖୁବ୍ ଶୀଘ୍ର ନିଷ୍ପତି ନିଆଯିବ କହିଲେ ନିରଞ୍ଜନ

4/12/2018 at 4:51 PM

ନୂଆଦିଲ୍ଲୀ ୦୪|୧୨: କଂଗ୍ରେସର ଆଗୁଆ ଟିକେଟ୍ ଘୋଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରଦେଶ ନିର୍ବାଚନ କମିଟି ୪୪ ଜଣକ ନାମ ସୁପାରିଶ କରି ଦିଲ୍ଲୀ ପଠାଇବାର ଦେଢ ମାସ ବିତିଯାଇଥିଲେ ବି ଘୋଷଣା ହୋଇପାରୁନି କଂଗ୍ରେସ ଟିକେଟ୍। ୫ ଟି ରାଜ୍ୟର ନିର୍ବାଚନକୁ ନେଇ ଏଆଇସିସିର ବ୍ୟସ୍ତତା କାରଣରୁ ଘୋଷଣା ହୋଇପାରି ନାହିଁ ଟିକେଟ୍। ତେବେ ଖୁବ୍ ଶୀଘ୍ର ନିର୍ବାଚନ ପରେ ଏହାର ନିଷ୍ପତି ନିଆଯିବ। ସାଧରଣ ନିର୍ବାଚନକୁ ନେଇ କଂଗ୍ରେସ ପୁରା ପ୍ରସ୍ତୁତ ରହିଛି ବୋଲି ନିରଞ୍ଜନ କହିଛନ୍ତି ।

   Related Posts