ପାତ୍ରପଡା ବୋମାମାଡ ଘଟଣା: ଜଣେ ଗିରଫ ପରେ ଖୋଲୁଛି ଗୁମର

Published By : Prameya-News7 Bureau | February 03, 2019 IST

ଭୁବନେଶ୍ବର୩|୨:ପାତ୍ରପଡା ବୋମା ମାଡ ଘଟଣାରେ ଜଣେ ଗିରଫ । ସିସି ଫୁଟେଜ ଆଧାରରେ ଜଣକୁ ଗିରଫ କରାଯାଇଛି । ଗିରଫ ହେଉଛନ୍ତି ବାବୁ ନାୟକ । ତେବେ ଏବେ ଆଉ ଜଣେ ଫେରାର ଅଛନ୍ତି । ପାତ୍ରପଡା ଅଞ୍ଚଳର ସ୍ଥାନୀୟ ସରପଞ୍ଚ ମିଟୁ ପାଇକରାୟଙ୍କ ଘର ଉପରକୁ ଗତ ୧୦ ତାରିଖରେ ବୋମା ମାଡ କରି ଉଭୟ ଫେରାର ଥିଲେ ।

ପାତ୍ରପଡା ବୋମା ମାଡ ଘଟଣାରେ ଜଣେ ଗିରଫ । ଗିରଫ ଜଣକ ହେଉଛନ୍ତି ବାବୁ ନାୟକ । ସିସି ପୁଟେଜ ଆଧାରରେ ବାବୁ ନାୟକକୁ ଗିରଫ କରିଛି କମିଶନରେଟ ପୋଲିସ । ପୁଟେଜ ଅଧାରରେ ଅଭିଯୁକ୍ତ ବାବୁକୁ ମାଞ୍ଚେଶ୍ବରରୁ ଗିରଫ କରାଯାଇଛି । ତେବେ ଏବେ ଆଉ ଜଣେ ଫେରାର ଅଛନ୍ତି । ପାତ୍ରପଡା ଅଞ୍ଚଳର ସ୍ଥାନୀୟ ସରପଞ୍ଚ ମିଟୁ ପାଇକରାୟଙ୍କ ଘର ଉପରକୁ ଗତ ୧୦ ତା ବୋମା ମାଡ କରି ଉଭୟ ଫେରାର ଥିଲେ ।

{"id":81455,"width":598,"height":478}

ମଧ୍ୟ ରାତିରେ କିଛି ଯୁବକ ବାଇକରେ ଆସି ମିଟୁଙ୍କ ଘର ଉପରାକୁ ସିରିଜ ବୋମାମାଡ କରିଥିଲେ । ଲାଗ ଲାଗ ତିନୋଟି ବୋମା ଘର ଉପରକୁ ଫୋପାଡିଥିଲେ । ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଏହି ଘଟଣା ସିସି ଟିଭିରେ କଏଦ ହୋଇଯାଇଥିଲା । ଘଟରାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସୁତ୍ରରୁ ମଳିଥିବା ସୂଚନା ଅନୁସାରେ ବାବୁ ନାରେ ରାଜଧାନୀରେ ବିଭିନ୍ନ ଥାନାରେ ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.