Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପାତ୍ରପଡା ବୋମାମାଡ ଘଟଣା: ଜଣେ ଗିରଫ ପରେ ଖୋଲୁଛି ଗୁମର

3/02/2019 at 6:18 PM

ଭୁବନେଶ୍ବର୩|୨:ପାତ୍ରପଡା ବୋମା ମାଡ ଘଟଣାରେ ଜଣେ ଗିରଫ । ସିସି ଫୁଟେଜ ଆଧାରରେ ଜଣକୁ ଗିରଫ କରାଯାଇଛି । ଗିରଫ ହେଉଛନ୍ତି ବାବୁ ନାୟକ । ତେବେ ଏବେ ଆଉ ଜଣେ ଫେରାର ଅଛନ୍ତି । ପାତ୍ରପଡା ଅଞ୍ଚଳର ସ୍ଥାନୀୟ ସରପଞ୍ଚ ମିଟୁ ପାଇକରାୟଙ୍କ ଘର ଉପରକୁ ଗତ ୧୦ ତାରିଖରେ ବୋମା ମାଡ କରି ଉଭୟ ଫେରାର ଥିଲେ ।

ପାତ୍ରପଡା ବୋମା ମାଡ ଘଟଣାରେ ଜଣେ ଗିରଫ । ଗିରଫ ଜଣକ ହେଉଛନ୍ତି ବାବୁ ନାୟକ । ସିସି ପୁଟେଜ ଆଧାରରେ ବାବୁ ନାୟକକୁ ଗିରଫ କରିଛି କମିଶନରେଟ ପୋଲିସ । ପୁଟେଜ ଅଧାରରେ ଅଭିଯୁକ୍ତ ବାବୁକୁ ମାଞ୍ଚେଶ୍ବରରୁ ଗିରଫ କରାଯାଇଛି । ତେବେ ଏବେ ଆଉ ଜଣେ ଫେରାର ଅଛନ୍ତି । ପାତ୍ରପଡା ଅଞ୍ଚଳର ସ୍ଥାନୀୟ ସରପଞ୍ଚ ମିଟୁ ପାଇକରାୟଙ୍କ ଘର ଉପରକୁ ଗତ ୧୦ ତା ବୋମା ମାଡ କରି ଉଭୟ ଫେରାର ଥିଲେ ।

ମଧ୍ୟ ରାତିରେ କିଛି ଯୁବକ ବାଇକରେ ଆସି ମିଟୁଙ୍କ ଘର ଉପରାକୁ ସିରିଜ ବୋମାମାଡ କରିଥିଲେ । ଲାଗ ଲାଗ ତିନୋଟି ବୋମା ଘର ଉପରକୁ ଫୋପାଡିଥିଲେ । ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଏହି ଘଟଣା ସିସି ଟିଭିରେ କଏଦ ହୋଇଯାଇଥିଲା । ଘଟରାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସୁତ୍ରରୁ ମଳିଥିବା ସୂଚନା ଅନୁସାରେ ବାବୁ ନାରେ ରାଜଧାନୀରେ ବିଭିନ୍ନ ଥାନାରେ ମାମଲା ରହିଛି ।

   Related Posts