Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଚାର୍ଜସିଟ୍ ଦାଖଲ

21/08/2018 at 3:42 PM

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅନ୍ତରୀଣ ଚାର୍ଜସିଟ୍ ଦାଖଲ ହୋଇଛି । ପାଟଣାଗଡ ଏସ୍ଡିଜେଏମ୍ଙ୍କ କୋର୍ଟରେ ୩ଶହ ପୃଷ୍ଠାର ଅନ୍ତରୀଣ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଏଥିରେ ୭୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ରହିଛି ।ଫୋରେନସିକ୍ ରିପୋର୍ଟ ସହ ଅନ୍ୟାନ୍ୟ ରିପୋର୍ଟ ଆସିବା ପରେ କୋର୍ଟରେ ଚୁଡାନ୍ତ ରିପୋର୍ଟ ଦାଖଲ ହେବ ।

   Related Posts