ପାଟଣାଗଡ ପାର୍ସଲ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | April 23, 2018 IST

ଆଉ ୨ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ସ୍କାଏ କିଙ୍ଗ୍ କୋରିୟର କମ୍ପାନୀର ୨ କର୍ମଚାରୀଙ୍କୁ ଉଠାଇ ନେଲା ୨ କର୍ମଚାରୀ- ଦିଲୀପ ଦାସ ଓ କୋରିୟର ବୟ ସୁଶାନ୍ତ ସେଠ୍ ପାଟଣାଗଡରୁ ବିଳମ୍ବିତ ରାତିରେ ଉଠାଇଲା କ୍ରାଇମବ୍ରାଞ୍ଚ ବଲାଙ୍ଗିର ସର୍କିଟ ହାଉସରେ ଉଭୟଙ୍କୁ ଚାଲିଛି ଜେରା ଗତକାଲି ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.