Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟମାଇଣ୍ଡ ଗିରଫ ; ପୋଲିସ ଡିଜି ଆର୍.ପି ଶର୍ମାଙ୍କ ପ୍ରତିକ୍ରିୟା

24/04/2018 at 9:09 AM

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଗୁମର ଫିଟୁଚି…. ମାଷ୍ଟମାଇଣ୍ଡ ଅଧ୍ୟାପକପୁଞ୍ଜିଲାଲ ମେହେର ଗିରଫ … ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରିବ କ୍ରାଇମବ୍ରାଞ୍ଚ … ପ୍ରିନ୍ସିପାଲ ପଦବୀ ବିବାଦକୁ ନେଇ ଷଡଯନ୍ତ୍ର କରିଥିଲା ଅଭିଯୁକ୍ତ…
ପୋଲିସ ଡିଜି ଆର୍.ପି ଶର୍ମାଙ୍କ ପ୍ରତିକ୍ରିୟା –
କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ରାୟପୁର ଯାଇଛି ….ଘଟଣାର ମାଷ୍ଟରମାଇଣ୍ଡ ହେଉଛି ପୁଞ୍ଜିଲାଲ ମେହେର-ଡିଜିପି …. ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି …. ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ….

Leave a Reply

   Related Posts