ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟମାଇଣ୍ଡ ଗିରଫ ; ପୋଲିସ ଡିଜି ଆର୍.ପି ଶର୍ମାଙ୍କ ପ୍ରତିକ୍ରିୟା
Published By : Prameya-News7 Bureau | April 24, 2018 IST
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଗୁମର ଫିଟୁଚି.... ମାଷ୍ଟମାଇଣ୍ଡ ଅଧ୍ୟାପକପୁଞ୍ଜିଲାଲ ମେହେର ଗିରଫ ... ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରିବ କ୍ରାଇମବ୍ରାଞ୍ଚ ... ପ୍ରିନ୍ସିପାଲ ପଦବୀ ବିବାଦକୁ ନେଇ ଷଡଯନ୍ତ୍ର କରିଥିଲା ଅଭିଯୁକ୍ତ...
ପୋଲିସ ଡିଜି ଆର୍.ପି ଶର୍ମାଙ୍କ ପ୍ରତିକ୍ରିୟା -
କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ରାୟପୁର ଯାଇଛି ....ଘଟଣାର ମାଷ୍ଟରମାଇଣ୍ଡ ହେଉଛି ପୁଞ୍ଜିଲାଲ ମେହେର-ଡିଜିପି .... ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି .... ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ....