Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ପାଟଣାଗଡ଼ ପାର୍ସଲ ବୋମା ବୋସ୍ଫୋରଣ ଘଟଣାରେ କ୍ରାଇମ ବ୍ରାଞ୍ଚ କବ୍ଜାରେ ନୂଆପଡାର ୩ ଜଣ

24/04/2018 at 5:43 AM

ପାଟଣାଗଡ଼ ପାର୍ସଲ ବୋମା ବୋସ୍ଫୋରଣ ଘଟଣାରେ କ୍ରାଇମ ବ୍ରାଞ୍ଚ କବ୍ଜାରେ ନୂଆପଡାର ୩ ଜଣ
ଠିକାଦାର ଚନ୍ଦ୍ରମଣି ମେହେର, ଅଧ୍ୟାପକ ଶିବପ୍ରସାଦ ଶା, ବୈବସ୍ୱତ ବିନ୍ଧାଣି
ତେବେ ବୈବସ୍ୱତ ନିର୍ଦୋଷ ବୋଲି ପରିବାର ଲୋକେ ଦାବି କରୁଛନ୍ତି
ନାଏକ ପାଦରେ ଏକ ବନ୍ଧୁକ କାରଖାନା ଚଳାଇବା ଅଭିଯୋଗରେ ବୈବସ୍ୱତ ତାଙ୍କ ମାମୁଙ୍କ ସହ ୩ଜଣଙ୍କୁ ଜେଲ ହୋଇଥିଲା
ପରେ ନିର୍ଦୋଷରେ ଖାଲଶ ହୋଇଥିଲେ ସେମାନେ
ବର୍ତ୍ତମାନ ବୈବସ୍ୱତ ଶ୍ରମିକ ଭାବେ କାମ କରି ରୋଜଗାର କରୁଛନ୍ତି
ତେଣୁ ସେ କୌଣସି ଅପରାଧ କରିନଥିବା ପରିବାର ଲୋକେ ଦାବି କରୁଛନ୍ତି

Leave a Reply

   Related Posts