Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜେଇଙ୍କୁ ଉଠବସ ଘଟଣା : ଏଡିଜେ କୋର୍ଟରେ ହାଜର ହେବେ ଉଭୟ ପକ୍ଷ

30/06/2019 at 9:32 AM

ବଲାଙ୍ଗୀର ୩୦/୬: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜେଇଙ୍କୁ ଉଠବସ ଘଟଣା । ଭୁବନେଶ୍ବର ଏଡିଜେ କୋର୍ଟରେ ହାଜର ହେବେ ଉଭୟ ପକ୍ଷ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଚାଲିଥିବାରୁ ଜାମିନ ପାଇଁ ଅସୁବିଧା ହେବ ଭାବି ଉଭୟ ପକ୍ଷଙ୍କୁ ପାଟଣାଗଡ ଏଡିଜେ ଭୁବନେଶ୍ବର ଏଡିଜେ କୋର୍ଟଙ୍କୁ ପଠାଇ ଦେଇଛନ୍ତି ।

ବିଧାୟକ ସରୋଜ ମେହେରଙ୍କ ଦେହ ଖରାପ ଥିବାରୁ ସେ ଏବେ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

   Related Posts