ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜେଇଙ୍କୁ ଉଠବସ ଘଟଣା : ଏଡିଜେ କୋର୍ଟରେ ହାଜର ହେବେ ଉଭୟ ପକ୍ଷ
30/06/2019 at 9:32 AM

ବଲାଙ୍ଗୀର ୩୦/୬: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜେଇଙ୍କୁ ଉଠବସ ଘଟଣା । ଭୁବନେଶ୍ବର ଏଡିଜେ କୋର୍ଟରେ ହାଜର ହେବେ ଉଭୟ ପକ୍ଷ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଚାଲିଥିବାରୁ ଜାମିନ ପାଇଁ ଅସୁବିଧା ହେବ ଭାବି ଉଭୟ ପକ୍ଷଙ୍କୁ ପାଟଣାଗଡ ଏଡିଜେ ଭୁବନେଶ୍ବର ଏଡିଜେ କୋର୍ଟଙ୍କୁ ପଠାଇ ଦେଇଛନ୍ତି ।

ବିଧାୟକ ସରୋଜ ମେହେରଙ୍କ ଦେହ ଖରାପ ଥିବାରୁ ସେ ଏବେ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
Related Posts
ମୋରମ ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମାଡ଼ ଅଭିଯୋଗ
15 April 2021
ଆସନ୍ତାକାଲି ଠାରୁ ବନ୍ଦ ରହିବ କୋଣାର୍କ ମନ୍ଦିର
15 April 2021
ପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ
15 April 2021