କାଲି ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲର ରିମାଣ୍ଡ ଅବଧି ଶେଷ

Published By : Prameya-News7 Bureau | May 06, 2018 IST

କାଲି ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲର ରିମାଣ୍ଡ ଅବଧି ଶେଷ ପୁଞ୍ଜିଲାଲକୁ ଧରି ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ତଥ୍ୟ ପ୍ରମାଣ ସାଉଁଟିବାରେ ଲାଗିଛି କ୍ରାଇମବ୍ରାଞ୍ଚ ହ୍ୟାଣ୍ଡରାଇଟିଙ୍ଗ ଏକ୍ସପର୍ଟଙ୍କ ଜରିଆରେ ପୁଞ୍ଜିଲାଲଙ୍କ ଡାଏରୀ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.