Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଳବୈଶାଖୀ ତାଣ୍ଡବ : ଘର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

18/05/2020 at 9:29 AM

ପାଟଣା ୧୮।୦୫: କାଳ ବୈଶାଖୀର ତାଣ୍ଡବ । ଘର ଉପରେ ପଡ଼ିଲା ଗଛ ,ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
କାଳବୈଶାଖୀ ତାଣ୍ଡବ ରେ ଗତକାଲି ରାତିରେ ଭୁଲୁଦା ବାଭଣପଡା ସାହିରେ ଘର ଉପରେ ଗଛ ପଡି ଯିବାରୁ ଗ୍ରାମର ତ୍ରିଲୋଚନ ନାଏକ ଙ୍କ ଦୁଇ ବଖରା ଘର ଭାଙ୍ଗି ନଷ୍ଟ ହୋଇଯାଇଛି। ପରିବାର ଲୋକେ ଘରେ ଥିବା ସମୟରେ ହଟାତ ଏକ ବିରାଟ ଜାମୁ ଗଛ ତ୍ରିଲୋଚନ ଙ୍କ ଘର ଉପରେ ପଡି ଯାଇଥିଲା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁଇ ବଖରା ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି ତ୍ରିଲୋଚନ ଜଣେ ଗରିବ ଶ୍ରେଣୀ ର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

   Related Posts