ଖୋର୍ଦ୍ଧା ୨୬।୨: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭାବେ ନିର୍ମାଣ ହୋଇଥିବା ଔଷଧ ବିତରଣ କେନ୍ଦ୍ର ଏବଂ ଟୀକା ଭଣ୍ଡାରକୁ ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ୭୨ ଲକ୍ଷ ଟଙ୍କା ବିନିଯୋଗରେ ଏହି କେନ୍ଦ୍ର ନିର୍ମିତ ହୋଇଛି । ଏହା ଦ୍ବାରା ରୋଗୀମାନେ ଉପକୃତ ହୋଇପାରିବେ । ଏହି ଉଦଘାଟନ ଉତ୍ସବରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଖୋର୍ଦ୍ଧା ବିଧାୟକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଉପସ୍ଥିତ ଥିଲେ ।
ପ୍ରଚାର ପୂର୍ବରୁ ସୁପ୍ରିମୋଙ୍କ ହାତରେ ଯୋଡି ଶଙ୍କ, 5-...