Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଲକଡାଉନ ପ୍ରଭାବ : ମିଳିଲାନି ଗାଡି, ଟ୍ରଲିରେ ବୁହା ହୋଇ ମେଡିକାଲ ଗଲେ ରୋଗୀ

16/05/2021 at 10:44 AM

ଭଦ୍ରକ ୧୬/୫: କରୋନା ପାଇଁ ସାରା ରାଜ୍ୟରେ ପଡିଛି ତାଲା । ଲକଡାଉନ ପାଇଁ ଗାଡି ଚଳାଚଳ ଉପରେ ଲାଗିଛି ରୋକ୍ । ଫଳରେ ରୋଗୀଙ୍କୁ ମେଡିକାଲ ଆଣିବା ପାଇଁ ଟ୍ରଲିର ସାହାଯ୍ୟ ନେବାକୁ ପଡିଛି । ଘଟଣା ଘଟିଛି ଭଦ୍ରକରେ । ବହୁ ଖୋଜା ଖୋଜି ପରେ ଗାଡି ନମିଳିବାରୁ ଟ୍ରଲି ରେ ରୋଗୀଙ୍କୁ ମେଡିକାଲ ଆଣିଥିଲେ ପରିବାର ଲୋକେ । ଅବଶ୍ୟ ରୋଗୀ ଙ୍କୁ ଆଣିବା ପାଇଁ ଏମାନେ ୧୦୮ କିମ୍ବା କାହାରି ସହଯୋଗ ମଧ୍ୟ ଲୋଡିନଥିଲେ ।

ସୂନାଯୋଗ୍ୟ ଯେ, ହାଡରକ ସହରର ଚାରିଘାରିଆ ମୁଣ୍ଡା ସାହିର ଯସ୍ମିନ ମୁଣ୍ଡା ପରିବାର ମଧ୍ୟରେ ଝଗଡା ହେବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ଏହି କଥା ଜାଣିବା ପରେ ମେଡିକାଲ ଆଣିବା ପାଇଁ ଗାଡି ଖୋଜିଥିଲେ । ଗାଁରୁ ବନ୍ତ ଛକ ପର୍ଯ୍ୟନ୍ତ କୌଣସି ଗାଡି ମିଳିନଥିଲା । କିନ୍ତୁ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ କରିପାରିନଥିଲେ । ଶେଷରେ ସମ୍ପର୍କୀଙ୍କ ସହଯୋଗ ରେ ଏକ ଟ୍ରଲି ରେ ଯସ୍ମିନଙ୍କୁ ନେଇ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ ।

   Related Posts