Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ନିଜ ହାତର ୪ଟି ଆଙ୍ଗୁଠି କାଟିଦେଲେ ରୋଗୀ, ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜିରେ ହୋଇଥିଲେ ଭର୍ତ୍ତି

15/03/2020 at 4:30 PM

ବ୍ରହ୍ମପୁର ୧୫।୩: ବ୍ରହ୍ମପୁର ଏମକେସିଜିରେ ଅଘଟଣ । ନିଜ ଚାରି ଆଙ୍ଗୁଠି କାଟିଦେଲେ ଜଣେ ରୋଗୀ । ବାମ ହାତର ଚାରି ଆଙ୍ଗୁଠି କାଟିଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ପ୍ରାୟ ୧୧ଟା ବେଳେ ଏଭଳି ଅଘଟଣ ଘଟିଛି । ରୋଗୀ ଜଣଙ୍କ ହେଲେ ମାଲକାନଗିରି ସିଆଡ଼ିମାଳ ଅଂଚଳର ଗଙ୍ଗା ମାଡକାମୀ । ଗତ ୯ତାରିଖରେ ଗାଡି ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲର ଅସ୍ଥି ଶଲ୍ୟ ୱାର୍ଡରେ ଭର୍ତ୍ତି ହୋଇଥିଲେ । ସେ ମାନସିକ ବିଷାଦ ମଧ୍ୟରେ ଥିଲେ । ଆଜି ୱାର୍ଡରୁ ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟକୁ ଯାଇଥିଲେ । ସେଠାରେ ବସି ଏକ ଧାରୁଆ ବ୍ଲେଡ଼ରେ ଆଙ୍ଗୁଠି ଗୁଡିକୁ କାଟିଦେଇଥିଲେ । ପରେ ନିଜ ରକ୍ତାକ୍ତ ହାତକୁ ନାଳ ପାଣିରେ ଧୋଇଦେଇଥିଲେ । ପରେ ରକ୍ତାକ୍ତ ଅବସ୍ଥାରେ ୱାର୍ଡକୁ ଯାଇଥିବା ବେଳେ ପରିବାର ଲୋକେ ଦେଖି ତାଙ୍କୁ କଜୁଆଲିଟିରେ ଆଣି ଚିକିତ୍ସା କରାଇଛନ୍ତି ।

   Related Posts